ଉତ୍ତର କୋରିଆ ଶାସକ କିମ ଜଙ୍ଗ ଉନ ନିଖୋଜ୍! Ama Tv Feb 7, 2023 0 ନୂଆଦିଲ୍ଲୀ (ଆମ ଟିଭି): ପୁଣି ଚର୍ଚ୍ଚାରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ । ତାଙ୍କ ବିଷୟରେ ଏକ ବଡ଼ ଖବର ଆସିଛି। ସାମରିକ ପରେଡ ପୂର୍ବରୁ କିମ ଜୋଙ୍ଗ ଉନ୍ ନିଖୋଜ…