ଅକ୍ଟୋବର ୯ ତାରିଖ ସଧ୍ୟା ୬ଟା ୩୦ମିନିଟରେ ଜୀ ସାର୍ଥକର ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ନବଦୂର୍ଗା’ Ama Tv Oct 8, 2022 0 ଭୁବନେଶ୍ବର(ଆମ ଟିଭି): ସୃଷ୍ଟିକୁ ରକ୍ଷା କରିବାକୁ ଧରାପୃଷ୍ଠରେ ଅବତରଣ କରିଛନ୍ତି ମା ଦଶଭୂଜା ଦୁର୍ଗା । ବିଭିନ୍ନ ରୂପରେ ଅବତାର ନେଇ ମା’ ଦର୍ଶନ ଦିଅନ୍ତି । ଭକ୍ତର ମନସ୍କାମନା ପୂରଣ…