ରାଜ୍ୟରେ ବନ୍ୟା ସ୍ଥିତି ପରଖିଲେ ମନ୍ତ୍ରୀ ଟୁକୁନି ସାହୁ Ama Tv Aug 22, 2022 0 ଭୁବନେଶ୍ୱର (ଆମ ଟିଭି): ସାରା ରାଜ୍ୟରେ ଜାରି ରହିଛି ବନ୍ୟା ସ୍ଥିତି । ସବୁଠି କେବଳ ପାଣି ଆଉ ପାଣି । ଏହାରି ଭିତରେ ଉପକୂଳ ଓଡିଶା ପରେ ଉତ୍ତର ଓଡିଶାରେ ବର୍ତ୍ତମାନ ବର୍ଷା ଜାରି ରହିଛି ।…