Browsing Tag

update news

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କଲା ବିଜେଡି

ଭୁବନେଶ୍ୱର (ଆମ ଟିଭି): କପିଳେଶ୍ବର ମନ୍ଦିରର ସଂରକ୍ଷଣକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ଓ ପରବର୍ତ୍ତୀ ସମୟରେ ଅପରାଜିତା ଷଡ଼ଙ୍ଗୀଙ୍କ ଟୁଇଟ୍ ପ୍ରସଙ୍ଗରେ…

ଚାଲିଛି ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟିଂ: ଦିନ ୩ଟା ସୁଦ୍ଧା ୫୫.୨୦ ପ୍ରତିଶତ ଭୋଟିଂ

ଝାରସୁଗୁଡ଼ା (ଆମ ଟିଭି): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଚାଲିଛି ଭୋଟିଂ । ଦିନ ୩ଟା ସୁଦ୍ଧା ୫୫.୨୦ ପ୍ରତିଶତ ଭୋଟିଂ ହୋଇଛି । ୬୨ ହଜାର ୪୧୯ ଜଣ ପୁରୁଷ ଓ ୫୯ ହଜାର ୯୬୩ ଜଣ ମହିଳା ଭୋଟ…

ଓଡ଼ିଶାକୁ ନାହିଁ ବାତ୍ୟା ବିପଦ: ଆଇଏମଡି ଡିଜି

ଭୁବନେଶ୍ୱର (ଆମ ଟିଭି): ସମ୍ଭାବ୍ୟ ବାତ୍ୟାକୁ ନେଇ ଏକ ବଡ଼ ଅପଡେଟ୍ ଦେଇଛନ୍ତି ଆଇଏମଡି ଡିଜି । ଓଡ଼ିଶା ଉପରେ ଆସୁଥିବା ବାତ୍ୟାର କୌଣସି ପ୍ରଭାବ ପଡ଼ିବନି। ବାତ୍ୟାଜନିତ ପବନ କି ବର୍ଷା,…

ଇମ୍ରାନଙ୍କୁ ଗିରଫ ପରେ ଜଳୁଛି ପାକିସ୍ତାନ

ନୂଆଦିଲ୍ଲୀ (ଆମ ଟିଭି): ଇମ୍ରାନଙ୍କୁ ଗିରଫ ପରେ ପାସ୍ତିସ୍ଥାନରେ ଏବେ ରାଜନୀତି ହଲଚଲ ହୋଇଛି । ଏବେ ପୁରା ପାକିସ୍ତାନ ଅଶାନ୍ତ ହୋଇ ପଡିଛି । ଗତକାଲି ଠାରୁ ପାକିସ୍ତାନରେ ଇମ୍ରାନଙ୍କ…

ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ୪୧ କୋଟି ଟଙ୍କା ଜରିମାନା

ନୂଆଦିଲ୍ଲୀ (ଆମ ଟିଭି): ପୁଣି ବୃିଲା ଡୋନାଲ୍ଡ ଟ୍ରମ୍ପଙ୍କ ଅଡ଼ୁଆ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କୋର୍ଟ ବଡ ଝଟକା ଦେଇଛନ୍ତି । ମାଗାଜିନ ଲେଖିକା ଜୀନ କୌରୋଲଙ୍କୁ…

ପଣସ ଖାଇବାକୁ ଆସି ଫସିଗଲା ହାତୀ

ଅନୁଗୁଳ (ଆମ ଟିଭି): ପଣସ ଖାଇବାକୁ ଆସି ହାତୀ ହଟହଟା। ଦୁଇ ଗଛ ମଝିରେ ଫସିଲା ହାତୀ। ଏମିତି ଘଟଣା ଘଟିଛି ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବୃତ୍ତି ଗ୍ରାମରେ। ସୂଚନାନୁସାରେ ହାତୀଟି ପଣସ ଖାଇବାକୁ…

ଭିଜିଲାନ୍ସ ଜାଲରେ ମୁଖ୍ୟ କିରାଣୀ

ଭୁବନେଶ୍ୱର (ଆମ ଟିଭି): ଭିଜିଲାନ୍ସ ଜାଲରେ ମୁଖ୍ୟ କିରାଣୀ । ସୁବର୍ଣ୍ଣପୁର ଜିଲ୍ଲା ତରଭା ସବରେଜିଷ୍ଟ୍ରି ଅଫିସର ମୁଖ୍ୟ କିରାଣୀ ଶିବପ୍ରସାଦ ଗୁରୁ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ୨୪…

ଆସନ୍ତାକାଲି ଝାରସୁଗଡ଼ା ଉପନିର୍ବାଚନ ପାଇଁ ପଡ଼ିବ ଭୋଟ୍

ଝାରସୁଗୁଡ଼ା (ଆମ ଟିଭି): ସରିଛି ପ୍ରଚାର । ଏବେ ନଜର ଭୋଟିଙ୍ଗ ଉପରେ । ଆସନ୍ତାକାଲି ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପଡିବ ଭୋଟ୍ । ଏନେଇ ସବୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ୟ୍ୟାୟରେ । ସାଜ…

ପୋଲ ତଳକୁ ଖସିଲା ବସ୍: ୧୫ ମୃତ

ଭୋପାଳ (ଆମ ଟିଭି): ପୋଲ ତଳକୁ ଖସିଲା ବସ୍ । ୧୫ ମୃତ । ମଧ୍ୟପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲି ଯାଇଛି ୧୫ ଜଣଙ୍କ ଜୀବନ। ପୋଲ ଉପରୁ ତଳକୁ ଏକ ଯାତ୍ରୀବାହୀ ବସ୍ ଖସିପଡିବାରୁ ୧୫…

ଆଜି ସନ୍ଧ୍ୟା ସୁଦ୍ଧା ଅବପାତର ରୂପ ନେବ ସୁଦୃଶ୍ୟ ଲଘୁଚାପ

ଭୁବନେଶ୍ୱର (ଆମ ଟିଭି): ସମ୍ଭାବ୍ୟ ବାତ୍ୟାକୁ ନେଇ ଏବେ ସବୁଠି ସତର୍କତା ଓ ତତ୍ପରତା ଦେଖିବାକୁ ମିଳୁଛି । ଏହାରି ଭିତରେ ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ…