ବିଶ୍ବକପ୍ ୨୦୨୩: ଫାଇନାଲରେ ଭାରତ

0

ନୂଆଦିଲ୍ଲୀ (ଆମ ଟିଭି): ସେମିଫାଇନାଲ୍‌ ଜିତିଲା ଟିମ୍‌ ଇଣ୍ଡିଆ-ଫାଇନାଲ୍‌ରେ ଭାରତ , ନ୍ୟୁଜିଲାଣ୍ଡକୁ ସେମିଫାଇନାଲ୍‌ରେ ହରାଇଲା ଟିମ୍ ଇଣ୍ଡିଆ।

୭୦ ରନ୍‌ରେ ଭାରତ ବିଜୟୀ ହୋଇଛି। ସବୁଠୁ ବଡ଼ କଥା ହେଉଛି ମହମ୍ମଦ ସାମି ନେଇଛନ୍ତି ମୋଟ୍ ୭ ଓ୍ୱିକେଟ।

Leave A Reply

Your email address will not be published.