ମାର୍ଚ୍ଚ ୧ ତାରିଖରେ ଲୋକାର୍ପଣ ହେବ ବରମୁଣ୍ଡା ବସ୍ ଟର୍ମିନାଲ

0

ଭୁବନେଶ୍ୱର (ଆମ ଟିଭି): ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି ପ୍ରସ୍ତୁତି । ଚମକିଲାଣି ବରମୁଣ୍ଡା ବସ୍ ଟର୍ମିନାଲ । ମାର୍ଚ୍ଚ ୧ ତାରିଖରେ ହେବ ଲୋକାର୍ପଣ । ବାବା ସାହେବ ଭୀମରାଓ ଆମ୍ବେଦକର ଟର୍ମିନାଲ ନାଁରେ ନାମିତ ହେବ ଏହି ବସଷ୍ଟାଣ୍ଡ ।

ବାହାରକୁ ଆକର୍ଷଣୀୟ ଦେଖାଯାଉଥିବା ଏହି ବସ୍ ଟର୍ମିନାଲ ଭିତରର ଦୃଶ୍ୟ ବି ଆଖି ଲାଖିଗଲା ଭଳି ହୋଇଛି । ସ୍ଥାନୀୟ ଲୋକ, ଦୋକାନୀ ତଥା ଏଠି କାମ କରୁଥିବା କର୍ମଚାରୀ ମାନଙ୍କ ମୁହଁରେ ଗୋଟିଏ କଥା ବରମୁଣ୍ଡା ବସଷ୍ଟାଣ୍ଡ ପୁରା ଏୟାରପୋର୍ଟ ଭଳି ଲାଗୁଛି ।

Leave A Reply

Your email address will not be published.