ବିଜେଡି ଛାଡ଼ିଲେ ଦୁଇ ପୂର୍ବତନ ବିଧାୟକ
ବିଜେଡିରୁ ଇସ୍ତଫା ଦେଲେ ଦୁଇ ପୂର୍ବତନ ବିଧାୟକ। ସେମାନେ ହେଲେ ବ୍ରହ୍ମପୁରର ପୂର୍ବତନ ବିଧାୟକ ଶିବଶଙ୍କର ସାହାଣୀ ହିଞ୍ଜିଳିର ପୂର୍ବତନ ବିଧାୟକ ହରିହର ସାହୁ। ଦଳରେ ଅଣଦେଖା କରାଯାଉଥିବା ପ୍ରତିବାଦରେ ସୋମବାର ୨ ପୂର୍ବତନ ବିଧାୟକ ଇସ୍ତଫା ଦେଇଥିବା ଜଣାପଡିଛି।

Prev Post
Next Post
Recover your password.
A password will be e-mailed to you.