ନିସ୍ ଗ୍ଲୋବାଲ ସ୍କୁଲରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

0

ଭୁବନେଶ୍ୱର, ଛତାବର ସ୍ଥିତ ନିସ୍ ଗ୍ଲୋବାଲ ସ୍କୁଲ ଓ ନିସ୍ ଇଂଜିରିୟରିଂ କଲେଜ ପରିସରରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଉଅଛି l ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଚେୟାରରମ୍ୟାନ ଡଃ ସୁଭାଷ ଚନ୍ଦ୍ର ନାୟକ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ l

ଏଥିରେ ସ୍କୁଲର ଭାରପ୍ରାପ୍ତ ଅଧ୍ୟକ୍ଷା ଜ୍ୟୋତିରେଖା ପତି, ଶିକ୍ଷକ ସରୋଜ କୁମାର ବେହେରା, ଶିକ୍ଷୟତ୍ରୀ ଶର୍ମିଳା ଦୀକ୍ଷିତ ଓ ଅନ୍ୟ ଶିକ୍ଷକ, କର୍ମଚାରୀ ମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆୟୋଜିତ ବକ୍ତୃତା ପ୍ରତିଯୋଗିତା, ନାଚ ଗୀତ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପରିବେଷଣ କାରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l

Leave A Reply

Your email address will not be published.