ଭୁବନେଶ୍ୱର (ଆମ ଟିଭି): ମହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାକୁ ନେଇ ଆସିଛି ଏକ ବଡ଼ ଖରବ । ମମିତା ମେହେରଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା । ପୀଡିତା ସହାୟତା ରାଶି ବାବଦରେ ୧୦ ଲକ୍ଷ ଟଙ୍କା ମିଳିବ । ବଲାଙ୍ଗୀର ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ।
ସହାୟତା ରାଶି ଦେବାକୁ ମମିତାଙ୍କ ଭାଇ ଆବେଦନ କରିଥିଲେ । ମହାଲିଙ୍ଗ କଲେଜର ଅଧ୍ୟକ୍ଷା ଥିଲେ ମମିତା ମେହେର । ମମିତାଙ୍କୁ ହତ୍ୟା ପରେ ଗୋବିନ୍ଦ ସାହୁ ପୋତି ଦେଇଥିଲା ।