ପାତାଳୀ ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଳିତ

0

ସୁବର୍ଣ୍ଣପୁର (ଆମ ଟିଭି): ସୁବର୍ଣ୍ଣପୁର ଜିଲ୍ଲା ପାତାଳୀ ଶ୍ରୀକ୍ଷତ୍ରରେ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଛି ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା । କୋଟସମଲାଇ ର ଛଳିଆ ପାହଡ ର ଶ୍ରୀମନ୍ଦିର ରୁ ବାହାରି ଥିଲେ ଘୋଷଯାତ୍ରାରେ ଭାଇ ଭଉଣୀ ସହ ଶ୍ରୀଜଗନ୍ନାଥ କ୍ଷ ସବୁଜ ବନାନୀ ପରିବେଷ୍ଟିତ ଛଳିଆ ପାହଡର ଉପରୁ ତଳକୁ ଆନନ୍ଦର ସହିତ ପହଣ୍ଡି ବିଜେ ହୋଇ ଆସିଥିଲେ ତିନି ଠାକୁର କ୍ଷ ଆଗରେ ବଳଭଦ୍ର ମଝିରେ ଦେବୀ ସୁଭଦ୍ରା ଓ ପଛରେ କାଳିଆ ଠାକୁର କ୍ଷ ହରିବୋଲ, ହୁଳୁ ହୁଳି, ଘଂଟ ଘଂଟା ଧ୍ୱନୀ ରେ ଉଛୁଳି ପଡୁଥିଲା ଏହି ପାବନ କ୍ଷେତ୍ର କ୍ଷ

ଛଳିଆ ପାହାଡର ଶ୍ରୀମନ୍ଦିରରୁ ପ୍ରାୟ ୨୦୦ଫୁଟ ତଳକୁ ସେବାୟତ ମାନେ ପହଣ୍ଡିରେ ଆଣିଥିଲେ ତିନି ବିଗ୍ରହଙ୍କୁ । ଏମିତି ଏକ ନିଆରା ରଥଯାତ୍ରା ଦେଖିବାକୁ ଶ୍ରଦ୍ଧାଳୁ ମାନଙ୍କ ବେଶ ଭିଡ ଦେଖିବାକୁ ମିଳିଥିଲା ସୁବର୍ଣ୍ଣପୁର ଜିଲ୍ଲାର ପାତାଳି ଶ୍ରୀକ୍ଷତ୍ରରେ ।

Leave A Reply

Your email address will not be published.