ବାହାରିଲା ଆଡ଼ପ ଅବଢା

0

ପୁରୀ(ଆମ ଟିଭି): ଆଜି ବାହାରିଛି ଆଡ଼ପ ଅବଢ଼ା । ଏହି ଆଡ଼ପ ଅବଢ଼ାକୁ ସମସ୍ତେ ଅପେକ୍ଷା କରିରହିଥିଲେ। କୁହାଯାଏ ଏଇ ଆଡ଼ପ ଅବଢ଼ାରୁ କାଣିଚିଏ ପ୍ରାପ୍ତି ହେଲେ କୋଟି ଜନ୍ମର ପୂଣ୍ୟଫଳ ମିଳିଥାଏ। ଏଥିପାଇଁ ଭକ୍ତଙ୍କ ସୁରକ୍ଷା ନିମନ୍ତେ ଶ୍ରୀଗୁଣ୍ଡିଚା ମନ୍ଦିରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଗତକାଲି ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି। ବର୍ଷ ତମାମ ମହାପ୍ରଭୁ ରତ୍ନବେଦୀରେ ଦର୍ଶନ ଦେଉଥିବା ବେଳେ ଏବେ ଭକ୍ତମାନେ ଆଡପ ମଣ୍ଡପରେ ଦର୍ଶନ କରିବେ। ଏପଣଙ୍କ ଭକ୍ତ ମାନଙ୍କ ଅଧିକ ଭିଡ଼ ଲାଗି ରହିଥିବାରୁ ପୋଲିସ ପକ୍ଷରୁ ସୁରକ୍ଷାର ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।

Leave A Reply

Your email address will not be published.