JEE ପରୀକ୍ଷା ତ୍ରୁଟି ତଦନ୍ତ କରିବ ସିବିଆଇ

0

JEE ପରୀକ୍ଷା ପରିଚାଳନା ବିଭ୍ରାଟ ମାମଲାରେ ମାର୍କସିଟ ଘୋଟାଲାର ତଦନ୍ତ କରିବ ସିବିଆଇ। ସିବିଆଇ ତଦନ୍ତ ଲାଗି ନିର୍ଦ୍ଦେଶ ଦେଲେ ଓଡିଶା ହାଇକୋର୍ଟ। ୪ ମାସ ଭିତରେ ତଦନ୍ତ ସାରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଓଡିଆ ଛାତ୍ର ଅଂଶୁମାନ କାନୁନଗୋଙ୍କ ପକ୍ଷରୁ ଏନେଇ ଏକ ମାମଲା ଦାଖଲ କରାଯାଇଥିଲା । ମାର୍କସିଟ ଓ ରାଙ୍କ ପ୍ରଦାନରେ ବ୍ୟାପକ ଘୋଟଲା ହୋଇଥିବା ଅଂଶୁମାନ ଅଭିଯୋଗ କରିଥିଲେ। ଏହି ମାମଲା ପରିଚାଳନା କରୁଥିଲେ ଆଇନଜୀବୀ ଅକ୍ଷୟ ପାଣ୍ଡେ ।

Leave A Reply

Your email address will not be published.