ଇସ୍ରାଏଲ ଏଲୋନ ମସ୍କ ମୁହାଁମୁହିଁ

0

ନୂଆଦିଲ୍ଲୀ: ବିଲିୟନେୟାର ବ୍ୟବସାୟୀ ଏଲୋନ ମସ୍କ ନିକଟରେ ଯୁଦ୍ଧର ବିପଦର ସମ୍ମୁଖୀନ ହେଉଥିବା ଗାଜା ଅଞ୍ଚଳର ଲୋକଙ୍କୁ ଯୋଗାଯୋଗ ସୁବିଧା ଯୋଗାଇବାକୁ ପ୍ରସ୍ତାବ ଦେଇଥିଲେ। ବର୍ତ୍ତମାନ ଇସ୍ରାଏଲ ଏଲନ ମସ୍କଙ୍କୁ ଚେତାବନୀ ଦେଇଛି ଏବଂ କହିଛି ଯଦି ମସ୍କ ଏହା କରେ ତେବେ ଇସ୍ରାଏଲ ମସ୍କଙ୍କର କମ୍ପାନୀ ଷ୍ଟାରଲିଙ୍କ ସହିତ ସମସ୍ତ ସମ୍ପର୍କ ଭାଙ୍ଗିବ। ଇସ୍ରାଏଲ ଏହା ମଧ୍ୟ କହିଛି ହମାସ ବିରୋଧରେ ଲଢ଼େଇରେ ଏହା ସମସ୍ତ ଉପାୟ ବ୍ୟବହାର କରିବ। ହମାସକୁ ସହାୟତା କଲେ ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ ବୋଲି ଇସ୍ରାଏଲ କହିଛି।

Leave A Reply

Your email address will not be published.