ଆଜି ଉଦଘାଟିତ ହେବ ନନ୍ଦନକାନନରେ ରୋପ୍ ୱେ

0

ଆଜି ଉଦଘାଟିତ ହେବ ବହୁ ପ୍ରତୀକ୍ଷିତ ନନ୍ଦନକାନନ ରୋପ୍ ୱେ। ଆଜି ଅପରାହ୍ନରେ ନୂତନ ରୋପ୍ ୱେର ଉଦଘାଟନ କରିବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ। ଆଜି ଉଦଘାଟନ ପରେ ଏହା ଆସନ୍ତା କାଲିଠାରୁ ପର୍ଯ୍ୟଟକଙ୍କ ପାଇଁ ଉପଲବ୍ଧ ହେବ। କାଲିଠାରୁ ରୋପ ୱେରେ ବସି ପର୍ଯ୍ୟଟକ ମଜା ନେଇପାରିବେ।

ପୂର୍ବରୁ ନନ୍ଦନ କାନନରେ ରୋପ୍ ୱେ ବ୍ୟବସ୍ଥା ଥିଲା। ଦୀର୍ଘ ବର୍ଷ ହେବ ଏହା ଅଚଳ ପଡ଼ିଥିଲା। ପରେ ପୁଣି ଥରେ ଏହାର ପୁନରୁଦ୍ଧାର କାର୍ଯ୍ୟ କରାଯାଇଛି।

Leave A Reply

Your email address will not be published.