ବାପୁଜୀ ନଗରରେ ଖୋଲିଲା ଏଭିଆଇ ଫିଟନେସ ଆଣ୍ଡ ଜିମ୍

0

ଭୁବନେଶ୍ବର (ଆମ ଟିଭି): ବାପୁଜୀ ନଗରରେ ଖୋଲିଲା ଏଭିଆଇ ଫିଟନେସ ଆଣ୍ଡ ଜିମ। ଶରୀର ର ସୁସ୍ଥ ନିରୋଗ ରଖୁବା ପାଇଁ ଆମେ ଶରୀରର ଫିଟନେସ ନିହାତି ଆବଶ୍ୟକ ତାହାକୁ ନଜରରେ ରଖ୍ ଏହି ଜିମ ସେଣ୍ଟର ଖୋଲାଯାଇଛି। ଏହି ଜିମ୍ ସେଣ୍ଟରର ମୁଖ୍ୟ ଅଭିନାଶ ପାତ୍ର କହିଥିଲେ ଯେ, ଏହା ଆମର ଓଡିଶାର ପ୍ରଥମ ଜିମ ସେଣ୍ଟର। ଆଗକୁ ଆଉ ୧୦ଟି ଜିମ ସେଣ୍ଟର ଖୋଲିବାକୁ ଲକ୍ଷ୍ୟ ରଖା ଯାଇଛି।

ଆଜି ଏହାକୁ ଉଦଘାଟନ କରିଥିଲେ ଭାରତର ପୂର୍ବତନ ହକି କ୍ୟାପିଟେନ ପଦ୍ମଶ୍ରୀ  ଦିଲ୍ଲୀପ ତିର୍କୀ। ଏହା ସହ ବିଧାୟକ ଅନନ୍ତ ନାରାୟଣ ଜେନା ମଧ୍ଯ ଏହି ଉଦଘାଟନରେ ସାମିଲ୍ ହୋଇଥିଲେ।

Leave A Reply

Your email address will not be published.