ମତଦାନରେ ଭାରତର ବିଶ୍ୱ ରେକର୍ଡ; ଭାରତୀୟ ନିର୍ବାଚନ କମିଶନ

0

ନୂଆଦିଲ୍ଲୀ (ଆମ ଟିଭି): ଭାରତୀୟ ନିର୍ବାଚନ କମିଶନଙ୍କ ପ୍ରେସ୍‌ମିଟ୍‌ ସୋମବାର ଆରମ୍ଭ ହୋଇଛି। ଏହି ପ୍ରେସ୍‌ମିଟ୍‌ରେ ନିର୍ବାଚନ କମିଶନ ରାଜୀବ କୁମାର କହିଛନ୍ତି, ମତଦାନରେ ଭାରତ ବିଶ୍ୱ ରେକର୍ଡ କରିଛି। ଖାଲି ଏତିକି ନୁହେଁ, ଉକ୍ତ ପ୍ରେସ୍‌ମିଟ୍‌ରେ ଛିଡ଼ା ହୋଇ ଇସିଆଇ ମହିଳା ଭୋଟରଙ୍କୁ ସମ୍ମାନ ଜଣାଇଛନ୍ତି।

୩୧ କୋଟିରୁ ଅଧିକ ମହିଳା ଭୋଟରଙ୍କୁ ନେଇ ମତଦାନ ହୋଇଥିବା ସେ କହିଛନ୍ତି। ଏଥିରେ ଖୁସି ବ୍ୟକ୍ତ କରିଛନ୍ତି ନିର୍ବାଚନ କମିଶନ। ୨୦୧୯ଠାରୁ ୨୦୨୪ରେ ଅଧିକ ମହିଳା ଭୋଟର ରହିଥିବା ସେ କହିଛନ୍ତି। ୨୭ ରାଜ୍ୟରେ ରିପୋଲିଂ ବା ପୁନଃ ମତଦାନ ହୋଇ ନ ଥିବା ସେ କହିଛନ୍ତି।

Leave A Reply

Your email address will not be published.