ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ: ମାଗଣାରେ ମିଳିବ ଜାତୀୟ ପତାକା

0

ଭୁବନେଶ୍ବର(ଆମ ଟିଭି): ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ। ମିଶନ ଶକ୍ତି ଗୋଷ୍ଠୀ ମାଧ୍ୟମରେ ମାଗଣାରେ ଯୋଗାଇବେ ଜାତୀୟ ପତାକା। ସରକାରୀ ଓ ବେସରକାରୀ ସ୍ତରରେ ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ରାଜ୍ୟର ମିଶନ ଶକ୍ତିର ମା’ ମାନେ ଜାତୀୟ ପତାକା ତିଆରି ଓ ବଣ୍ଟନ କରିବେ । ମିଶନ ଶକ୍ତିର ମା’ମାନଙ୍କୁ ୩୦ ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତ କରିଛନ୍ତି ଯେଉଁଥିପାଇଁ ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି ଅନୁଦାନ ।

Leave A Reply

Your email address will not be published.