ବୈଷ୍ଣବ ପାଣି ମଣ୍ଡପରେ ପ୍ରଥମଥର ପାଇଁ ବାଲିଯାତ୍ରା ଗୀତ ଲୋକାର୍ପଣ*

0

ସାଇ ଶ୍ରଦ୍ଧା ପ୍ରଡକସନ ଓ ବାଲିଯାତ୍ରା ଟିମ୍ ତରଫରୁ ବୈଷ୍ଣବ ପାଣି ମଣ୍ଡପରେ ବୋଇତ ବନ୍ଦାଣ ଗୀତ ପରିବେଷଣ ହୋଇଛି l ଏହି ଉତ୍ସବରେ ଗୁରୁ ଡଃ ଶ୍ରୀ ଚନ୍ଦ୍ରଭାନୁ ଶତପଥୀ, ଓଡ଼ିଶା ସରକାରଙ୍କ ଆଡିସନାଲ୍ ଚିଫ୍ ସେକ୍ରେଟେରୀ ଶ୍ରୀଯୁକ୍ତ ସତ୍ୟବ୍ରତ ସାହୁ, ଚଳଚ୍ଚିତ୍ର ପ୍ରଯୋଜିକା ଓ ନିର୍ଦ୍ଦେଶିକା ବିନି ସାମଲ, କ୍ରିଏଟିଭ୍ ହେଡ୍ ମିଡିଆ ପ୍ଲାନର ପ୍ରଣୟ ଜେଠୀଙ୍କ ସମେତ କଳାକାର ମାନେ ଉପସ୍ଥିତ ଥିଲେ। ନୃତ୍ୟ ପରିବେଷଣ ଦେଖି ଉପସ୍ଥିତ ଦର୍ଶକ ବହୁତ ପ୍ରଶଂସା କରିଥିଲେ l

Leave A Reply

Your email address will not be published.