ଝାରସୁଗୁଡାରେ ନୋ ଫ୍ଲାଇଙ୍ଗ ଜୋନ
ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଝାରସୁଗୁଡାରେ ନୋ ଫ୍ଲାଇଙ୍ଗ ଜୋନ। ୨୧ ତାରିଖରେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସମଗ୍ର ଜିଲ୍ଳାରେ ନୋ ଫ୍ଲାଇଙ୍ଗ ଜୋନ କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ ଥିବାରୁ ସୁରକ୍ଷାଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଝାରସୁଗୁଡା ଏସିପି ଜି.ଆର.ରାଘବେନ୍ଦ୍ର