ଆଜି ଢେଙ୍କିଆ ଯିବେ ମୁଖ୍ୟମନ୍ତ୍ରୀ

0

ଆଜି ଢେଙ୍କିଆ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜେଏସ୍‌ଡବ୍ଲ୍ୟୁ ଉତ୍କଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ୬୫ ହଜାର କୋଟି ଟଙ୍କାର ନିବେଶରେ ଜେଏସ୍‌ଡବ୍ଲ୍ୟୁ କାରଖାନା କରିବ ।

କମ୍ପାନି ବାର୍ଷିକ ୧୩.୨ ନିୟୁତ ଟନ୍‌ ବିଶିଷ୍ଟ ଏକ କାରଖାନା ବସାଇବ। ସେଥିରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୬୫ ହଜାର କୋଟି ଟଙ୍କାର ନିବେଶ ଯୋଜନା ରହିଛି। କମ୍ପାନି ଏକ ୯୦୦ ମେଗାୱାଟ୍‌ ବିଶିଷ୍ଟ ପାୱାର ପ୍ଲାଣ୍ଟ୍‌ ସ୍ଥାପନ କରିବ। କମ୍ପାନି ବିଭିନ୍ନ ପର୍ଯ୍ୟାୟ‌ରେ ଇସ୍ପାତ କାରଖାନା କ୍ଷମତାକୁ ୨୫ ନିୟୁତ ଟନ୍‌କୁ ବୃଦ୍ଧି କରିବ।

Leave A Reply

Your email address will not be published.