ଅର୍ଚ୍ଚନାଙ୍କ ଘରେ ଇଡି ଆରମ୍ଭ କଲା ତଦନ୍ତ

0

ଭୁବନେଶ୍ୱର (ଆମ ଟିଭି): ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଆସିଛି ଭିନ୍ନ ମୋଡ । ଇଡି ତାର ଆକ୍ସନ ଆରମ୍ଭ କରିଛି । ଅର୍ଚ୍ଚନାଙ୍କ ବାସଭାବନରେ ଇଡିର ତଦନ୍ତ ଚାଲିଛି । କେସିଙ୍ଗା ସ୍ଥିତ ବାସଭବନରେ ଇଡିର ତନାଘନା ।

ସିଆରପିଏଫ୍ ଓ ପୋଲିସର ଉପସ୍ଥିତିରେ ତନାଘନା ଚାଲିଛି । ମୋଟ ୬ଟି ସ୍ଥାନରେ ଇଡ ପକ୍ଷରୁ ତନାଘନା ଚାଲିଛି । ଅର୍ଚ୍ଚନା, ଖଗେଶ୍ୱର, ଜଗବନ୍ଧୁ ଓ ଶ୍ରଦ୍ଧାଞ୍ଜଳିଙ୍କ ଘରେ ରେଡ୍ ଚାଲିଛି । ବିଶେଷକରି ଏତେ ସମ୍ପତ୍ତି ତାଙ୍କର କେଉଁଠୁ ଆସିଲା, ତାର ଖୋଳତାଡ ଚାଲିଛି ।

Leave A Reply

Your email address will not be published.