ଶୀତ ଅଧିବେଶନର ଚତୁର୍ଥ ଦିନରେ ସରଗରମ ରହିବ ବିଧାନସଭା

0

ଭୁବନେଶ୍ୱର (ଆମ ଟିଭି): ଓଡ଼ିଶା ବିଧାନସଭାରେ ଶୀତ ଅଧିବେଶନର ଆଜି ହେଉଛି ଚତୁର୍ଥ ଦିନ । ଗୋଟିଏ ଦିନର ବିରତି ପରେ ଅଧିବେଶନ ଆରମ୍ଭ ହେଉଥିବାରୁ ଗୃହ ସରଗରମ ହେବ। ଚାଷୀ ଓ ରେଳ ପ୍ରସଙ୍ଗକୁ ନେଇ ଗୃହ ସରଗରମ ହେବାର ସମ୍ଭାବନା ରହିଛି।

ଗୃହରେ ଆସିବ ଓଡ଼ିଶା ଜିଲା ଯୋଜନା କମିଟି ସଂଶୋଧନ ବିଲ ୨୦୨୨ ଏବଂ ୯ଟି ବିଭାଗର ରିପୋର୍ଟ ଉପସ୍ଥାପନ ହେବ। ତେବେ ଦେଖିବା କେମିତି ଆଜି ଗୃହ କାର୍ଯ୍ୟ ଚାଲୁଛି ।

Leave A Reply

Your email address will not be published.