ପୁଣି ଚର୍ଚ୍ଚାରେ ଓଡ଼ିଆ ଚଳଚ୍ଚିତ୍ର “ଅଭିସାର ଏକ ପ୍ରେମ କାହାଣୀ” …

0

ଭୁବନେଶ୍ୱର:ଫ୍ୟୁଜନ ଏଣ୍ଟରଟାଇମେଣ୍ଟ ର ଏହି ଫିଲ୍ମ ରେ ସର୍ବ ଭାରତୀୟ ସ୍ତରରେ ପ୍ରଥମ ଥର ମୁଖ୍ୟ ନାୟିକା ଭୂମିକାରେ ଜଣେ କିନ୍ନର “ଭୂମି” ଅଭିନୟ କରିଛନ୍ତି ଯାହା ଏକ ଯୁଗାନ୍ତକାରୀ ପଦକ୍ଷେପ l

ଫ୍ୟୁଜନ ଏଣ୍ଟରଟେନମେଣ୍ଟ ର ଏହି ପ୍ରୟାସ ରେ ଅନୁପ୍ରାଣୀତ ହୋଇ ଗୀତମ କଲେଜ କିନ୍ନର ମାନଙ୍କ ପାଇଁ ଦେୟ ମୁକ୍ତ ଶିକ୍ଷାର ଘୋଷଣା ଏବଂ ଯୋଗ୍ୟତା ଅନୁଯାୟୀ କିନ୍ନର ମାନଙ୍କୁ ନିଯୁକ୍ତି ଦେବାର ନିର୍ଭର ପ୍ରତିଶୃତି ଗୀତମ କଲେଜ ର ସେକ୍ରେଟାରୀ ଶ୍ରୀଯୁକ୍ତ ଶୁଭାଶିଷ ପାତ୍ର ଦେଇଛନ୍ତି ।

ଏହା ସମାଜ ପାଇଁ ଏକ ବିରଳ ଉଦାହରଣ ଏବଂ ସ୍ୱାଗତଯୋଗ୍ୟ ପଦକ୍ଷେପ l

ଏଥିରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଲେଲିନ ମହାନ୍ତି ଏବଂ ସମ୍ମାନୀୟ ଅତିଥି ଭାବେ ଶ୍ରୀମତୀ ମୀରା ପରିଡ଼ା, ଶ୍ରୀଯୁକ୍ତ ତନ୍ମୟ ସ୍ୱାଇଁ, ଶ୍ରୀମତୀ ମିତାଲି ମହାନ୍ତି, ଶ୍ରୀମତୀ ସାଧନା ମିଶ୍ର, ଶ୍ରୀମତୀ ଲୋରା ମହାପାତ୍ର, ଶ୍ରୀଯୁକ୍ତ ରଞ୍ଜିତ ମହାନ୍ତି ସମେତ ଅନ୍ୟାନ୍ୟ ଅତିଥି ବୃନ୍ଦ ଉପସ୍ଥିତ ଥିଲେ।

Leave A Reply

Your email address will not be published.