ଆଉ ନାହାନ୍ତି ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି

ଆଉ ନାହାନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି । ଦିଲ୍ଲୀସ୍ଥିତ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତିରେ ତାଙ୍କର ପରଲୋକ ଘଟିଛି।…

ପଶୁପାଳନ ପାଇଁ ବଡ଼ ଘୋଷଣା କଲେ ଓଡ଼ିଶା ସରକାର, ମାଗଣାରେ ମିଳିବ…

ଭୁବନେଶ୍ୱର,୨୬ା୨: ପଶୁପାଳନ କ୍ଷେତ୍ରର ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ, ଓଡ଼ିଶା ସରକାର ୧ ମାର୍ଚ୍ଚ, ୨୦୨୫ ରୁ ପଶୁପାଳନ ପାଇଁ ମାଗଣାରେ ଚିକିତ୍ସା ଏବଂ ଟୀକାକରଣ ଯୋଗାଇବାକୁ…

ଲିଙ୍ଗରାଜ ମନ୍ଦିରରେ ଅଘଟଣ: ମହାଦୀପ ଉଠିବା ବେଳେ ଖସିପଡ଼ିଲେ ସେବାୟତ

ମହାଶିବରାତ୍ରି ପାଇଁ ଲିଙ୍ଗରାଜ ପୀଠ ଚଳଚଞ୍ଚଳ ଥିବା ବେଳେ ମହାଦୀପ ଉଠିବା ସମୟରେ ଘଟିଛି ଅଘଟଣ। ମନ୍ଦିର ଚୂଡ଼ାକୁ ଚଢୁଥିବା ବେଳେ ସେବାୟତ ଖସିପଡିଥିବା ସୂଚନା ମିଳିଛି। ଖସିପଡ଼ି ସେବାୟତ…

ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ

ମହାଶିବରାତ୍ରୀ ପାଇଁ ମାଟିରୁ ଆକାଶ ସବୁଠି ଶିବମୟ, ହର ହର ମହାଦେବ ନାରାରେ ପ୍ରକମ୍ପିତ ହେଲାଣି ଲିଙ୍ଗରାଜରୁ ଲୋକନାଥ ଓ ଧବଳେଶ୍ବରରୁ କପିଳାସ ପୀଠ । ରଙ୍ଗ ବେରଙ୍ଗର ଆଲୋକମାଳା ଓ ଫୁଲରେ…

ଗୋବିନ୍ଦା-ସୁନୀତାଙ୍କ ସମ୍ପର୍କରେ ପଡିବ କି ପୂର୍ଣ୍ଣଚ୍ଛେଦ?

ମୁମ୍ବାଇ : ବଲିଉଡ୍‌ରେ ଅନେକ ଦମ୍ପତିଙ୍କର ଛାଡପତ୍ର ନେଇ ଖବର ଅଧିକାଂଶ ସମୟରେ ଶୁଣିବାକୁ ମିଳିଥାଏ । ତେବେ ନିକଟରେ ଏଭଳି ଜଣେ ସେଲିବ୍ରିଟିଙ୍କର ବିବାହ ବିଚ୍ଛେଦ ହେବା ନେଇ ଖବର ଚର୍ଚ୍ଚା…

୨୮ରେ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା

୨୮ରେ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା। ଏହି ସମୟରେ ପୁରୀରେ ଜାତୀୟ ସ୍ବାସ୍ଥ୍ୟ ମିଶନ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ। ଏଥିରେ ବିଭିନ୍ନ ରାଜ୍ୟର…

ଥମୁନି KIIT କାଣ୍ଡ: ୬ ଜଣଙ୍କୁ ହାଜର ହେବା ପାଇଁ ଜାରି ହେଲା ନୋଟିସ

କିଟ୍‌ ଘଟଣାରେ ପୁଣି ୬ ଜଣଙ୍କୁ ନୋଟିସ ପଠାଯାଇଛି। ଉଚ୍ଚସ୍ତରୀୟ କମିଟି ପାଖରେ ୨୭ ତାରିଖରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…

ଦିଲ୍ଲୀ ବିଧାନସଭାରେ ହାଇଡ୍ରାମା; ୧୩ ଆପ୍ ବିଧାୟକ ବହିଷ୍କୃତ

ଦିଲ୍ଲୀ ବିଧାନସଭା ଅଧିବେଶନ ଆରମ୍ଭରୁ ହାଇଡ୍ରାମା । ଉଇଏ ରିପୋର୍ଟକୁ ନେଇ ଦିଲ୍ଲୀ ବିଧାନସଭାରେ ଆପ୍ ର ହଙ୍ଗାମା । ଉପରାଜ୍ୟପାଳଙ୍କ ଅଭିଭାଷଣ ବେଳେ ପ୍ରତିବାଦ କରିଛନ୍ତି ଆପ୍ ବିଧାୟକ । ୧୩…

ନୃତ୍ୟାୟନ ଆୟୋଜିତ ତୃତୀୟ ମୀରା ଫେଷ୍ଟିଭାଲ ଅଫ ଡ୍ୟାନ୍ସସେସ୍ ଉଦଘାଟିତ*

ପଦ୍ମଶ୍ରୀ ସମ୍ମାନିତ ବିଶିଷ୍ଟ ଓଡିଶୀ ନୃତ୍ୟ ଗୁରୁ ଶ୍ରୀ ଦୁର୍ଗା ଚରଣ ରଣବୀରଙ୍କ ନୃତ୍ୟାୟନ ନୃତ୍ୟ ଅନୁଷ୍ଠାନ ଦ୍ୱାରା "ତୃତୀୟ ମୀରା ଫେଷ୍ଟିଭାଲ ଅଫ ଡ୍ୟାନ୍ସସେସ୍" ସ୍ଥାନୀୟ ରବୀନ୍ଦ୍ର…

ଧିରେନ୍ଦ୍ର ଶାସ୍ତ୍ରୀ କହିଲେ- ହସ୍ପିଟାଲରେ PMଙ୍କ ମାଙ୍କ ନାମରେ ରହିବ ୱାର୍ଡ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଛତରପୁରରେ କ୍ୟାନସର ହସ୍ପିଟାଲର ଶିଳାନ୍ୟାସ କରିଛନ୍ତି। ଏହି ହସ୍ପିଟାଲର ନିର୍ମାଣ ବାଗେଶ୍ୱର ଧାମ ସରକାର ଆଚାର୍ଯ୍ୟ ଧିରେନ୍ଦ୍ର ଶାସ୍ତ୍ରୀ…