ରେକର୍ଡ ଭାଙ୍ଗୁଛି ମାଘମାସର ତାତି । ଫେବ୍ରୁଆରି ପ୍ରଥମ ସପ୍ତାହରୁ ୩୫ ଡିଗ୍ରି ପାର୍ ।

ବହିରେ ରହିଗଲାଣି ମାଘର ବାଘ ଭଳିଆ ଶୀତ । ଏବେ ମାଘ ମାସରେ ଅନୁଭୂତ ହେଉଛି ଅସହ୍ୟ ଗରମ । ଟାଣ ଖରା ସାଙ୍ଗକୁ ଗୁଳୁଗୁଳି ବି ବଢ଼ିଲାଣି । ଆଗକୁ ଏହି ତାତି ଆହୁରି ବଢ଼ିବ ବୋଲି କୁହାଯାଉଛି ।…

ଅଣ୍ଡର-୧୯ ମହିଳା ଟି-ଟ୍ବେଣ୍ଟି ବିଶ୍ବକପ୍‌ ଟ୍ରଫି ଜିତିଲା ଭାରତ

ଭାରତର ମହିଳା ଟିମ୍ ଅଣ୍ଡର-୧୯ ଟି-ଟ୍ବେଣ୍ଟି ବିଶ୍ବ କପର ଟ୍ରଫି ଉପରେ କବଜା କରିଛି । ଭାରତ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୯ ଓ୍ବିକେରେ ପରାସ୍ତ କରିଛି। ରବିବାର ଫାଇନାଲରେ ଦକ୍ଷିଣ…

ମାଘ ସପ୍ତମୀରେ ଚନ୍ଦ୍ରଭାଗା ବୁଡ଼ ପାଇଁ ଟ୍ରାଫିକ କଟକଣା ଜାରି

ଦୁଇ ଚକିଆ ଯାନ କୋଣାର୍କ ହେଲିପ୍ୟାଡ୍ ନିକଟରେ ନିର୍ଦ୍ଧାରିତ ସ୍ଥାନରେ ପାର୍କିଂ କରାଯିବ ଏବଂ ସେମାନଙ୍କ ଫେରିବା ସମାନ ମାର୍ଗରେ ହେବ। କୋଣାର୍କ ହେଲିପ୍ୟାଡରେ ପାର୍କିଂ ସ୍ଥାନ ଶେଷ ହେବା…

ଖୁସି ଖବର: ବଜେଟ୍‌ ପୂର୍ବରୁ କମିଲା ଗ୍ୟାସ୍‌ ଦର

ଗ୍ରାହକଙ୍କ ପାଇଁ ଖୁସି ଖବର। ବଜେଟ୍‌ ପୂର୍ବରୁ କମର୍ସିଆଲ ଗ୍ୟାସ୍‌ ଦର କମିଯାଇଛି। ୧୯ କେଜି ଏଲ୍‌ପିଜି ସିଲିଣ୍ଡର ଦର ୭ ଟଙ୍କା କମିଛି। ଫଳରେ ଦିଲ୍ଲୀରେ ୧୯ କେଜି ଗ୍ୟାସ ସିଲିଣ୍ଡର ଦର…

ଆଜିଠାରୁ ଦେଶରେ ୪ ବଡ଼ ପରିବର୍ତ୍ତନ: ସାଧାରଣ ଲୋକଙ୍କ ପକେଟକୁ କରିପାରେ ପ୍ରଭାବିତ

ଆଜିଠାରୁ ୨୦୨୫ ବର୍ଷର ଦ୍ୱିତୀୟ ମାସ ଅର୍ଥାତ୍‌ ଫେବୃଆରୀ ଆରମ୍ଭ ହୋଇଛି। ଆଜି ଟଙ୍କା ସମ୍ବନ୍ଧୀୟ କାର୍ଯ୍ୟକଳାପ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ। ଆଜିଠାରୁ ଏପରି ଅନେକ ପରିବର୍ତ୍ତନ…

ମୋଦୀ ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ

ମୋଦୀ ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ। ଆଉ ମାତ୍ର କିଛି ସମୟ ପରେ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍। ଦିନ ୧୧ଟା ବେଳେ ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ…

ୟୁପିଆଇ ଆଇଡିରେ ବିଶେଷ ଅକ୍ଷର ଥିଲେ ସାବଧାନ: ପହିଲାରୁ ହୋଇପାରିବନି ନେଣଦେଣ

ୟୁପିଆଇ ଆଇଡିରେ ବିଶେଷ ଅକ୍ଷର ଥିଲେ ବ୍ୟବହାରକାରୀ ଫେବୃଆରୀ ପହିଲାରୁ ଆର୍ଥିକ କାରବାର କରିପାରିବେ ନାହିଁ। ଏନେଇ ଭାରତୀୟ ଜାତୀୟ ଦେୟ ନିଗମ (ଏନ୍‌ପିସିଆଇ) ପକ୍ଷରୁ ସ୍ପଷ୍ଟ କରାଯାଇଛି।…

ସଂସଦର ଉଭୟ ଗୃହକୁ ସମ୍ବୋଧିତ କଲେ ରାଷ୍ଟ୍ରପତି ମୁର୍ମୁ

ଶୁକ୍ରବାର ବଜେଟ ଅଧିବେଶନ ଆରମ୍ଭ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିଛନ୍ତି। ସଂସଦରେ ପୂର୍ବାହ୍ନ ୧୧ଟାରେ ଅଧିବେଶନ ଆରମ୍ଭ ହୋଇଯାଇଛି। ଆସନ୍ତାକାଲି…

୪ ଦିନ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ

ଶ୍ରୀପଞ୍ଚମୀ ଓ ବନକଲାଗି ଆଦି ବିଶେଷ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଫେବ୍ରୁଆରି ୨ ଏବଂ ୩ ତାରିଖ ତଥା ଫେବ୍ରୁଆରି ୫ ଓ  ୬ ତାରିଖ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରଖାଯାଇଛି। ଏହି ଦିନ…

ଦାୟିତ୍ୱ ନେଲେ ରାଜ୍ୟ ନିର୍ବାଚନ କମିଶନର

ରାଜ୍ୟ ନିର୍ବାଚନ କମିଶନର ଭାବେ ଶୁକ୍ରବାର ଦାୟିତ୍ୱ ନେଇଛନ୍ତି ମଧୁସୂଦନ ପାଢ଼ୀ। ତୋଷାଳୀ ଭବନରେ ବିଧିବଦ୍ଧ ଭାବେ ସେ ଦାୟିତ୍ୱ ନେଇଛନ୍ତି। ଆଦିତ୍ୟ ପାଢ଼ୀଙ୍କ ଅବସର ପରେ କମିଶନର ପଦ ଖାଲି…