ବନ୍ଦ ହେଲା ହୀରାକୁଦର ୨ଟି ଗେଟ୍ ; କମୁଛି ମୁଣ୍ଡଳି ଜଳସ୍ତର

ଉପର ମୁଣ୍ଡରେ କମିଲା ବର୍ଷା। ବନ୍ଦ ହେଲା ହୀରାକୁଦର ୨ଟି ଗେଟ। ଏବେ ୧୮ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୧ ଦଶମିକ ୮୫ ଫୁଟ ରହିଛି। ପ୍ରତି…

ଅକ୍ଟୋବର ୭ର ପ୍ରତିଶୋଧ ନେଲା ଇସ୍ରାଏଲ

ହମାସ ମୁଖ୍ୟ ଇସମାଇଲ ହାନିଆଙ୍କ ମୃତ୍ୟୁ ହୋଇଛି। ଇରାନର ଇସଲାମିକ ରିଭୋଲ୍ୟୁସାରୀ ଗାର୍ଡ କର୍ପସ ଏକ ବିବୃତ୍ତିରେ ନିଶ୍ଚିତ କରିଛି ଯେ ତେହେରାନରେ ଥିବା ବାସଭବନକୁ ଟାର୍ଗେଟ କରାଯିବାବେଳେ…

ଓ୍ବାୟନାଡ ଭୂସ୍ଖଳନରେ ଗଲାଣି ୧୫୧ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ, ଏବେବି ରହିଛି ବିପଦ!

ମଙ୍ଗଳବାର (ଜୁଲାଇ ୩୦)ରେ କେରଳର ୱାୟନାଡରେ ଘଟିଥିବା ଭୂସ୍ଖଳନ ବହୁ ଧ୍ୱଂସାବଶେଷ ସୃଷ୍ଟି କରିଛି। ଏପର୍ଯ୍ୟନ୍ତ ଏହି ଦୈବି ଦୁର୍ବିପାକରେ ୧୫୧ ଜଣଙ୍କର ମୃତ୍ୟୁ ହୋଇଛି। ନିଖୋଜ ଥିବା ଅନେକ…

ବାବୁସାନଙ୍କ ଜନ୍ମଦିନ ଧମାକା ନୂଆ ସିନେମାର ଶୀର୍ଷକ ଘୋଷଣା

ଓଡ଼ିଆ ଚଳଚ୍ଚିତ୍ରର ସୁପରଷ୍ଟାର ବାବୁସାନ ମହାନ୍ତିଙ୍କ ଜନ୍ମଦିନ ଅବସରରେ ନୂଆ ଚଳଚିତ୍ରର ଶୀର୍ଷକ ଘୋଷଣା ହେଇଯାଇଛି। ବାବୁସାନଙ୍କ ଅସଂଖ୍ୟ ପ୍ରଶଂସକ , ଓଡ଼ିଆ ଚଳଚ୍ଚିତ୍ର ଜଗତର ବହୁ…

ହାୱଡା-ମୁମ୍ବାଇ ଏକ୍ସପ୍ରେସ ଲାଇନ୍‌ଚ୍ୟୁତ୍‌ , ଦୁଇ ମୃତ, ୨୦ ଆହତ

ଆଜି ଭୋରରୁ ଝାଡ଼ଖଣ୍ଡର ରାଜଖରସୁଆଁରେ ହାୱଡା-ମୁମ୍ବାଇ ଏକ୍ସପ୍ରେସ ଲାଇନ୍‌ଚ୍ୟୁତ୍‌ ହୋଇଥିବା ବେଳେ ଏଥିରେ ୨ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା…

ସୋରେନ୍‌ଙ୍କ ଜାମିନ ବିରୋଧରେ ଇଡି ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ

ନୂଆଦିଲ୍ଲୀ: ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦ୍ବାରା ଗିରଫ ହୋଇଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟ ଜାମିନ ପ୍ରଦାନ…

କେରଳ ୱାୟନାଡରେ ଭୟଙ୍କର ଭୂସ୍ଫଳନ ; ୧୨ଜଣ ମୃତ, ମାଟି ତଳେ ଶହେରୁ ଅଧିକ ଲୋକ ଚାପି ହୋଇ ରହିଥିବା ଆଶଙ୍କା

କେରଳରେ ଭୟଙ୍କର ଭୂସ୍ଖଳନ। କେରଳ ୱାୟନାଡରେ ଭୀଷଣ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଛୋଟ ପିଲା…

ରଣବୀର ସଂସାରର ବ୍ରାଣ୍ଡ୍‌ ଆମ୍ବାସାଡର  

ଭୁବନେଶ୍ୱର,୩୦।୭: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ହୋମ ଡେକୋର ଫ୍ୟାବ୍ରିକ୍ସ ଲିଡର ଡି’ଡେକୋରର ନୂତନ ବ୍ରାଣ୍ଡ୍‌ ସଂସାରର ବ୍ରାଣ୍ଡ୍‌ ଆମାସାଡର ଭାବେ ବଲିଉଡ ଅଭିନେତା ରଣବୀର ସିଂ ନିଯୁକ୍ତ…

ଅଲିମ୍ପିକ୍ସରେ ଇତିହାସ ରଚିଲେ ମୋନିକା ବାତ୍ରା

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ଟେବୁଲ ଟେନିସ୍‌ ଖେଳାଳି ମୋନିକା ବାତ୍ରା ଟେବୁଲ ଟେନିସରେ ଇତିହାସ ସୃଷ୍ଟି କରିଛନ୍ତି। ୩୨ର ରାଉଣ୍ଡରେ ମୋନିକା ଫ୍ରେଞ୍ଚ ପ୍ୟାଡଲର ପ୍ରୀତିକା…

ରାଜ୍ୟରେ ସକାଳୁ ସକାଳୁ ପ୍ରବଳ ବର୍ଷା: ଘୁର୍ଣ୍ଣିବଳୟ ନେଇପାରେ ଲଘୁଚାପର ରୂପ

ରାଜ୍ୟର ବିଭିନ୍ନ ସ୍ଥାନରେ ମଙ୍ଗଳବାର ସକାଳୁ ବର୍ଷା ଜାରି ରହିଛି। ବୁଧବାର ବଙ୍ଗୋପସାଗରରେ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବ, ଯାହା ଆଗକୁ ଲଘୁଚାପର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ…