ଆପକୁ ଝଟକା , ସମସ୍ତ ସମ୍ପତ୍ତି ଜବତ କରିବ ଇଡି !

ନିର୍ବାଚନ ପୂର୍ବରୁ ଏଏପିକୁ ବଡ଼ ଝଟ୍‌କା। କଂଗ୍ରେସର ସମସ୍ତ ଆକାଉଣ୍ଟ ଫ୍ରିଜ କରିବା ପରେ ଏବେ ଆମ ଆଦମୀ ପାର୍ଟିର ସମ୍ପତ୍ତିକୁ ଜବତ କରିବାକୁ ଯାଉଛି ଇଡି। ଅବକାରୀ ଦୂର୍ନୀତି ମାମଲାରେ ଦୁଇ…

କଂଗ୍ରେସ ଛାଡି ବିଜେପି ସାମିଲ ହେଲେ ବକ୍ସର ବିଜେନ୍ଦ୍ର ସିଂହ

ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ତେବେ ଏହାପୂର୍ବରୁ ଅନେକ ନେତା ଦଳ ଡିଆଁ ଚଳାଇଛନ୍ତି। କିଏ କଂଗ୍ରେସ ଛାଡି ବିଜେପିରେ ମିଶୁଛି ତ ଆଉ କିଏ ବିଜେପି ଛାଡି କଂଗ୍ରେସ ହାତ ଧରିଛି। ଏହାରି…

ନିର୍ବାଚନ ଲଢ଼ିବେ ନାହିଁ ଫାରୁକ୍‌ ଅବଦୁଲ୍ଲା

ନ୍ୟାସନାଲ କନଫରେନ୍‌ସ (ଏନ୍‌ସି) ଅଧ୍ୟକ୍ଷ ତଥା ଶ୍ରୀନଗରର ବର୍ତ୍ତମାନର ସାଂସଦ ଫାରୁକ୍‌ ଅବଦୁଲ୍ଲା ତାଙ୍କ ସ୍ୱାସ୍ଥ୍ୟଗତ କାରଣରୁ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଦଳ ବୁଧବାର କହିଛି।…

ସମ୍ବଲପୁରରେ ବଢୁଛି ତାତି

ସମ୍ବଲପୁର: ବଢ଼ୁଛି ସମ୍ବଲପୁର ସହରର ତାପମାତ୍ରା। ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରି ଉପରେ ପାରଦ। ମଙ୍ଗଳବାର ସମ୍ବଲପୁର ସହରର ତାପମାତ୍ରା ୩୯.୪ ଡିଗ୍ରି ରେକର୍ଡ ହୋଇଛି। ସୋମବାର ସହରର…

ନିର୍ବାଚନୀ ଇସ୍ତାହାର କମିଟି ଅଧ୍ୟକ୍ଷ ହେଲେ ଚନ୍ଦ୍ର ଶେଖର

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡି ନିଜର ନିର୍ବାଚନୀ ଇସ୍ତାହାର କମିଟି ଅଧ୍ୟକ୍ଷ ଦାୟିତ୍ୱ ନ୍ୟସ୍ତ କରିଛି।…

ଜାମିନ ଉପରେ ସଞ୍ଜୟଙ୍କ ପାଇଁ ଏହି ସର୍ତ୍ତ ରଖିଲେ କୋର୍ଟ

ଦିଲ୍ଲୀ-ଏନ୍‌ସିଆର୍‌ ଛାଡି ଯାଇପାରିବେନି ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ସଞ୍ଜୟ ସିଂହ। କେବଳ ସେତିକି ନୁହେଁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସେ କୌଣସି ବି ଗଣମାଧ୍ୟମ ଆଗରେ କିଛି…

ରାଜ୍ୟ ସରକାର ଉପରେ ବର୍ଷିଲେ ସିଦ୍ଧାନ୍ତ

କିଛି ଦିନ ପୂର୍ବେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ଅଭିନେତା ତଥା ପୂର୍ବତନ ଲୋକସଭା ସାଂସଦ ସିଦ୍ଧାନ୍ତ ମହାପାତ୍ର ରାଜ୍ୟ ସରକାରଙ୍କୁ ମାରିଛନ୍ତି ଭାଷା ତୀର। ବିଜେପି ନେତା ତଥା…

ସାଂସଦ ସଞ୍ଜୟ ସିଂଙ୍କୁ ମିଳିଲା ଜାମିନ

ଆମ୍‌ ଆଦ୍‌ମୀ ପାର୍ଟି ନେତା ତଥା ସାଂସଦ ସଞ୍ଜୟ ସିଂହଙ୍କୁ ଆଜି ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ତେବେ ଆବଶ୍ୟକ ସର୍ତ୍ତାବଳୀ ସହିତ ତଳକୋର୍ଟ ତାଙ୍କୁ ମୁକ୍ତ କରିବେ ବୋଲି…

ଇସ୍ତଫା ଦେବେ ନାହିଁ କେଜ୍ରିୱାଲ

ଜାମିନ ଖାରଜ ହେବା ପରେ ଏବେ ଏପ୍ରିଲ ୧୫ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏବେ ସେ ତିହାର ଜେଲରେ ବନ୍ଦୀ ଥିବା ବେଳେ ଖୁବଶୀଘ୍ର ଇସ୍ତଫା…

ଓଡ଼ିଶାରେ ୮ ଅଧିକାରୀଙ୍କୁ ତୁରନ୍ତ ହଟାଇବାକୁ ଭାରତର ନିର୍ବାଚନ କମିସନ ନିର୍ଦ୍ଦେଶ

ଭୁବନେଶ୍ବର: ଓଡ଼ିଶାର ୮ ଅଧିକାରୀଙ୍କୁ ତୁରନ୍ତ ହଟାଇବାକୁ ଭାରତର ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ୨ ଜିଲ୍ଲାପାଳ, ୫ ଏସପି ଓ ଜଣେ ଆଇଜିଙ୍କୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ…