ହାଇକୋର୍ଟ ଗଲେ ସୋମାଲିକା Ama Tv Mar 18, 2024 0 ପୁଣି ବିଜେଡି ବିଧାୟକ ବିଜୟ ଶଙ୍କରଙ୍କ ନାଁରେ ହାଇକୋର୍ଟରେ ମାମଲା । ଜଗତସିଂହପୁର ଥାନା ପୁଲିସର ନିଷ୍କ୍ରିୟତା ନେଇ ହାଇକୋର୍ଟରେ ମାମଲା କରିଛନ୍ତି ବିଧାୟକଙ୍କ ବାନ୍ଧବୀ ସୋମାଲିକା ।…
୬ ରାଜ୍ୟର ଗୃହ ସଚିବଙ୍କୁ ହଟାଇବାକୁ ନିର୍ଦ୍ଦେଶ Ama Tv Mar 18, 2024 0 ଲୋକସଭା ନିର୍ବାଚନ ପୂର୍ବରୁ ଆକ୍ସନ ମୁଡ୍ରେ ନିର୍ବାଚନ ଆୟୋଗ। ବିଦା ହେଲେ ୬ ରାଜ୍ୟର ଗୃହ ସଚିବ। ନିର୍ବାଚନ ଆୟୋଗ ଗୁଜରାଟ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ହିମାଚଳ ପ୍ରଦେଶ ଓ…
ବଜ୍ରାଘାତ ନେଲା ଜୀବନ Ama Tv Mar 18, 2024 0 ଆଜି ରାଜ୍ୟର କିଛି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହିତ ବର୍ଷା ହୋଇଛି। ବଜ୍ରପାତରେ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଜରକ ପଞ୍ଚାୟତ ମାଣିକ ସାହିର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।…
ରାଷ୍ଟ୍ରପତି ନିର୍ବାଚନରେ ବିଜୟ ହେଲେ ପୁଟିନ, ୫ମ ଥର ରାଷ୍ଟ୍ରପତି ଭାବେ ନେବେ ଶପଥ Ama Tv Mar 18, 2024 0 ଋଷର ରାଷ୍ଟ୍ରପତି ନିର୍ବାଚନରେ ଭ୍ଲାଦିମିର୍ ପୁଟିନ୍ ପ୍ରାୟ 88 ପ୍ରତିଶତ ଭୋଟ୍ ସହ ଏକ ପରାଜୟ ନେତା ହୋଇପାରିଛନ୍ତି । ନ୍ୟୁଜ୍ ଏଜେନ୍ସି ରଏଟର୍ସ ଏହାର ରିପୋର୍ଟରେ କହିଛି ଯେ ରବିବାର ଦିନ…
ନିସ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି ବାର୍ଷିକ ଉତ୍ସବ- ପ୍ରତିଭା 2024 Ama Tv Mar 16, 2024 0 ଛତାଵର ସ୍ଥିତ ନିସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ବାର୍ଷିକ ଉତ୍ସବ 2024 ମହାସମାରୋହରେ ପାଳିତ ହୋଇଛି । ପୂର୍ବତନ ସାଂସଦ ତଥା ରାଜ୍ୟ ଯୋଜନା ବୋର୍ଡର ମାନ୍ୟବର…
ବିଜେଡି ଓ ବିଜେପି ମେଣ୍ଟକୁ ନେଇ ଏମିତି କହିଲେ ଶାହା Ama Tv Mar 16, 2024 0 ଓଡିଶାରେ ବିଜେଡି-ବିଜେପି ମେଣ୍ଟକୁ ନେଇ ସସପେନ୍ସ ଜାରି ରହିଛି । ଏପରି ସମୟରେ ବିଜେପିର ଚାଣକ୍ୟ ଅମିତ ଶାହା ଓଡିଶାରେ ମେଣ୍ଟ ପ୍ରସଙ୍ଗରେ ବଡ ବୟାନ ଦେଇଛନ୍ତି । ଜାତୀୟ ଗଣମାଧ୍ୟମ ଇଣ୍ଡିଆ…
ଚିଠି ଲେଖିଲେ ମୋଦି , ଜାଣନ୍ତୁ କାହାକୁ ଆଉ କଣ ପାଇଁ Ama Tv Mar 16, 2024 0 ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଘୋଷଣା ପୂର୍ବରୁ ସମସ୍ତ ନାଗରିକଙ୍କୁ ଏକ ଖୋଲା ଚିଠିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସରକାର ଗ୍ରହଣ କରିଥିବା କିଛି ଐତିହାସିକ ନିଷ୍ପତ୍ତି…
ଦିଲ୍ଲୀ ଗଲେ କବିତା Ama Tv Mar 16, 2024 0 ନୂଆଦିଲ୍ଲୀ: ଦିଲ୍ଲୀର ମଦ ନୀତି ମାମଲାରେ ଗତ ସନ୍ଧ୍ୟାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ଦ୍ୱାରା ହାଇଦ୍ରାବାଦ ଘରୁ ଗିରଫ ହୋଇଥିବା ବିଆରଏସ ନେତା କେ କବିତାଙ୍କୁ ମଧ୍ୟରାତ୍ରିରେ ଜାତୀୟ…
ନିର୍ବାଚନ ବଣ୍ଡକୁ ନେଇ ଶାହାଙ୍କ ବଡ ପ୍ରଶ୍ନ Ama Tv Mar 16, 2024 0 ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗୁରୁବାର ସନ୍ଧ୍ୟାରେ ନିର୍ବାଚନୀ ବଣ୍ଡର ତଥ୍ୟ ସାର୍ବଜନୀନ ହେବା ପରେ କ୍ଷମତାସୀନ ବିଜେପିକୁ ଟାର୍ଗେଟ କରିଛନ୍ତି ବିରୋଧୀ। କ୍ଷମତାର ଅପବ୍ୟବହାର କରି…
ଆଜି ଘୋଷଣା ହେବ ନିର୍ବାଚନ ତାରିଖ Ama Tv Mar 16, 2024 0 ୨୦୨୪ ସାଧାରଣ ନିର୍ବାଚନ ପାଇଁ ଆଜି ଆସିବ କାର୍ଯ୍ୟସୂଚୀ। ପ୍ରଥମ ପର୍ଯ୍ୟାୟ ଇଲେକ୍ସନ କେବେ ହେବ, ଏଥର କେତେଟି ପର୍ଯ୍ୟାୟରେ ମତଦାନ ହେବ, ଭୋଟ୍ ସରିବାର କେତେ ଦିନ ପରେ ଫଳାଫଳ ପ୍ରକାଶ ପାଇବ,…