ଅକ୍ଟୋବର ୧୫ରୁ ପ୍ରଚାର ଅଭିଯାନ ଆରମ୍ଭ କରିବେ କେସିଆର

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଭାରତ ରାଷ୍ଟ୍ର ସମିତି (ବିଆରଏସ) ମୁଖ୍ୟ କେ ଚନ୍ଦ୍ରଶେଖର ରାଓ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରିବେ । ଚନ୍ଦ୍ରଶେଖର ରାଓ…

ପଠାନକୋଟ ଆକ୍ରମଣର ମାଷ୍ଟ୍ରମାଇଣ୍ଡ ଆତଙ୍କବାଦୀକୁ ହତ୍ୟା

ନୂଆଦିଲ୍ଲୀ: ପଠାଣକୋଟ ଆକ୍ରମଣ ମାଷ୍ଟରମାଇଣ୍ଡ ତଥା ଭାରତର ବହୁ ଚର୍ଚ୍ଚିତ ଆତଙ୍କବାଦୀ ସହିଦ ଲତିଫଙ୍କୁ ପାକିସ୍ତାନରେ ହତ୍ୟା କରାଯାଇଛି । ୨୦୧୬ ରେ ପଞ୍ଜାବର ପଠାନକୋଟ ଏୟାରବେସରେ…

ସଞ୍ଜୟ ସିଂହଙ୍କୁ ପୁଣି ଝଟକା

ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହୋଇଥିବା ସାଂସଦ ସଞ୍ଜୟ ସିଂଙ୍କୁ ପୁଣି ଝଟକା ମିଳିଛି । କୋର୍ଟ ପୁନର୍ବାର ଆପ ସାଂସଦ ସଞ୍ଜୟ ସିଂଙ୍କୁ ଏକ ଝଟକା ଦେଇଛନ୍ତି ଏବଂ ତାଙ୍କ…

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ ଫୋନରେ କଥା ହେଲେ ମୋଦୀ

ନୂଆଦିଲ୍ଲୀ: ହାମାସଙ୍କ ରକେଟ୍‌ ଆକ୍ରମଣ ପରେ ଚାଲିଥିବା ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଫୋନ୍‌ ମାଧ୍ୟମରେ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌…

ଇଟାଲୀର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ରାଜନାଥ

ରୋମ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୋମବାର ଠାରୁ ଇଟାଲୀ ଏବଂ ଫ୍ରାନ୍ସ ଗସ୍ତରେ ଆସି ଦ୍ୱିପାକ୍ଷିକ ରଣନୀତିକ ସମ୍ପର୍କ ଏବଂ ସାମରିକ ହାର୍ଡୱେୟାରର ମିଳିତ ବିକାଶ ପାଇଁ ଶିଳ୍ପ ସହଯୋଗ…

ଛାଡ ପତ୍ର ପାଇଁ ବର୍ଷାଙ୍କୁ ଏମିତି ଅନୁରୋଧ କଲେ ଅନୁଭବ

କଟକ: ପୁଣି ସାମ୍ନାକୁ ଆସିଲା ଓଲିଉଡ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନୂଆ ଭିଡିଓ। ଏହି ଭିଡିଓରେ ଅନୁଭବ କହିଛନ୍ତି ବର୍ଷା, ଏହା କେବଳ ଆପଣଙ୍କ ପାଇଁ। ପତ୍ନୀ ତଥା…

୪ ରାଜ୍ୟର ସରକାର ଗଢିବ କଂଗ୍ରେସ, ନରସିଂହ

ବଲାଙ୍ଗୀର: ଆସନ୍ତା ମାସରେ ଦେଶର ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ତାରିଖ ଘୋଷଣା ହୋଇସାରିଛି । ନଭେମ୍ବର ୭ରୁ ୩୦ ମଧ୍ୟରେ ୫ ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ,…

ଭାରତ-ପାକିସ୍ତାନ ମ୍ୟାଚରେ କଡାକଡି ହେବ ସୁରକ୍ଷା ବ୍ୟବସ୍ଥା

ଅହମଦାବାଦ: ଅକ୍ଟୋବର ୧୪ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ-ପାକିସ୍ତାନ ମ୍ୟାଚ୍ ଖେଳାଯିବ। ଏହାକୁ ଦୃଷ୍ଟିରେ ରଖି ଷ୍ଟାଡିୟମରେ ଗୁଜୁରାଟ ପୁଲିସ, ନ୍ୟାସନାଲ ସିକ୍ୟୁରିଟି…

ଜାତିଗତ ଜନଗଣନା ହେବ କଂଗ୍ରେସ ଶାସିତ ରାଜ୍ୟରେ

ନୂଆଦିଲ୍ଲୀ: କଂଗ୍ରେସ ଶାସିତ ସମସ୍ତ ରାଜ୍ୟରେ ହେବ ଜାତିଗତ ଜନଗଣନା । ଏନେଇ ଘୋଷଣା କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି । ରାହୁଲ ଗାନ୍ଧି ସୋମବାର କହିଛନ୍ତି, କଂଗ୍ରେସ…

ଦଶମ ବୋର୍ଡ ପରୀକ୍ଷାକୁ ନେଇ ଏମିତି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଗୋଟିଏ ବର୍ଷରେ ଦୁଇ ଥର ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବ୍ୟବସ୍ଥା ରହିଛି। କିନ୍ତୁ ଏହା ବାଧ୍ୟତାମୂଳକ ନୁହେଁ। ପିଲାମାନେ ଚାହିଁଲେ ନିଜ ପସନ୍ଦ ଅନୁସାରେ ଗୋଟିଏ ଥର ବୋର୍ଡ ପରୀକ୍ଷା…