ପ୍ରଚାର ବେଳେ ପ୍ରଚାର ଗାଡିରୁ ଖସିପଡିଲେ କେସିଆରଙ୍କ ପୁଅ

କ୍ୟାମ୍ପେନ ବେଳେ ମିନି ବସ୍‌ରୁ ଖସିପଡ଼ିଲେ ମୁଖ୍ୟମନ୍ତ୍ରୀଙ୍କ ପୁଅ। ତାଙ୍କ ସହ ଜଣେ କି ଦୁଇ ଜଣ ନୁହେଁ ଏକାଧିକ ନେତା ଓ ମନ୍ତ୍ରୀ ପ୍ରଚାର ଗାଡିରୁ ତଳେ ଗଳି ପଡିଛନ୍ତି। ନିଜାମାବାଦର…

ଭୁବନେଶ୍ବରରେ ଦୁଇ ଦିନିଆ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ ଉଦଘାଟିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଭୁବନେଶ୍ବରରେ ଆଜିଠାରୁ ଆରମ୍ଭ ହୋଇଛି ଦୁଇ ଦିନିଆ ଅନ୍ତର୍ଜାତୀୟ ମିଲେଟ୍ ସମ୍ମିଳନୀ  । ଜନତା ମଇଦାନରେ ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ଅଯୋଧ୍ୟାରେ ବସିଲା ଯୋଗୀଙ୍କ କ୍ୟାବିନେଟ ବୈଠକ

ନୂଆଦିଲ୍ଲୀ:   ଅଯୋଧ୍ୟାରେ ବସିଲା ଯୋଗୀଙ୍କ କ୍ୟାବିନେଟ୍ । ପ୍ରଥମ ଥର ପାଇଁ ଉତ୍ତରପ୍ରଦେଶରେ କ୍ୟାବିନେଟ୍ ବୈଠକ ଅଯୋଧ୍ୟାରେ ଆୟୋଜିତ ହେଉଛି । ରାମ ମନ୍ଦିର ମାମଲାରେ ସୁପ୍ରିମକୋର୍ଟଙ୍କ…

ନୀତିଶଙ୍କ ଆପତ୍ତି ଜନକ ଟିପ୍ପଣୀଙ୍କୁ ନେଇ ଆମେରିକାର ପ୍ରସିଦ୍ଧ ଅଭିନେତ୍ରୀ କଲେ ସମାଲୋଚନା

ଅଡୁଆରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ବିବାଦୀୟ ବୟାନକୁ ନେଇ ସେ ଚାରିଆଡୁ ସମାଲୋଚନାର ଶିକାର ହୋଇଛନ୍ତି। କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ତାଙ୍କର ବିବାଦୀୟ ମନ୍ତବ୍ୟକୁ ନେଇ…

ବିଧାୟକ ଓ ସାଂସଦଙ୍କ ଅପରାଧିକ ମାମଲାର ତୁରନ୍ତ ବିଚାର ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିଧାୟକ ଓ ସାଂସଦଙ୍କ ଅପରାଧିକ ମାମଲାର ତ୍ୱରିତ ଶୁଣାଣି ପାଇଁ ଗାଇଡ଼ଲାଇନ ଜାରି କଲେ ସୁପ୍ରିମକୋର୍ଟ । ପ୍ରଧାନ ବିଚରପତି ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୁଡ, ଜଷ୍ଟିସ ଜେ. ବି.…

ଆଓ ନେକ୍ସ୍ଟ ରେ ଆରମ୍ଭ ହେଲା ଆଓ ମ୍ୟୁଜିକ୍ ଯାହାର ଶୁଭାରମ୍ଭ ହେବ ‘ମୁଁ ନିଆଁ’ ରୁ 

ଭୁବନେଶ୍ୱର :ପୂର୍ବ ଭାରତର ଲୋକପ୍ରିୟ ଓ ପ୍ରିମିୟର୍ ଓଭର-ଦି-ଟପ୍ (ଓଟିଟି) ଷ୍ଟ୍ରିମିଂ ପ୍ଲାଟଫର୍ମ ଆଓ ନେକ୍ସ୍ଟର ଫିଲ୍ମ ଓ ୱେବ ସିରୀଜର ସଫଳତା ପରେ ଆଓ ନେକ୍ସ୍ଟ ଟିମ୍ ଆରମ୍ଭ କରିଛି ଆଓ…

ମହୁଆ ମାମଲାରେ ପଶିବ ସିବିଆଇ

ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ମାମଲାରେ ତ୍ରୁଣମୂଳ ସାଂସଦ ମହୁଆ ମୋଇତ୍ରାଙ୍କ ଦିନକୁ ଦିନ ଅଡୁଆ ବଢ଼ିବାରେ ଲାଗିଛି। ଦୁର୍ନୀତି ନିବାରଣ ପ୍ୟାନେଲ ଏହି ମାମଲାରେ ଏବେ ସିବିଆଇ ତଦନ୍ତ କରିବାକୁ…

ଡିସେମ୍ବର ଦ୍ୱିତୀୟ ସପ୍ତାହରେ ସଂସଦର ଶୀତ ଅଧିବେଶନ !

ନୂଆଦିଲ୍ଲୀ : ସଂସଦର ଶୀତ ଅଧିବେଶନ ଡିସେମ୍ବର ଦ୍ୱିତୀୟ ସପ୍ତାହରେ ଆରମ୍ଭ ୨୫ ଡିସେମ୍ବର ପୂର୍ବରୁ ଶେଷ ହୋଇପାରେ । ତେଲେଙ୍ଗାନା, ରାଜସ୍ଥାନ, ଛତିଶଗଡ, ମିଜୋରାମ ଏବଂ ମଧ୍ୟପ୍ରଦେଶ ଅର୍ଥାତ୍‌…

ଟୁଟୁଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର: ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା, ଅସଦାଚରଣ କରିବା ଅଭିଯୋଗରେ ଗିରଫ ପ୍ରଯୋଜକ ଟୁଟୁ ଓରଫ୍ ସଞ୍ଜୟ ନାୟକଙ୍କୁ ଆଜି ଜାମିନ ମିଳିଛି | ଗତ ଶନିବାର ଜାମିନ…

ଉପବାଚସ୍ପତି ପଦରୁ ଇସ୍ତଫା ଦେଲେ ରଜନୀକାନ୍ତ ସିଂହ

ଭୁବନେଶ୍ୱର: ଉପବାଚସ୍ପତି ପଦରୁ ରଜନୀକାନ୍ତ ସିଂହ ଇସ୍ତଫା ଦେଇଛନ୍ତି । ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ସେ ନିଜର ଇସ୍ତଫାପତ୍ର ଦେଇଛନ୍ତି ।  ଅନୁଗୁଳର ବିଧାୟକ ରଜନୀକାନ୍ତ ସିଂ…