ସଞ୍ଜୟଙ୍କୁ ଅଡି ନୋଟିସ ପରେ ମୁହଁ ଖୋଲିଛନ୍ତି, କେଜ୍ରିୱାଲ

ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟି (ଏଏପି) ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ବୁଧବାର ଇଡି ନୋଟିସକୁ ନେଇ ଏକ ବଡ ଦାବି କରିଛନ୍ତି । ସେ କହିଛନ୍ତି ଯେ ତାଙ୍କୁ ଇଡି ଚିଠି ମିଳିଛି । ଇଡି ତାଙ୍କୁ…

ପରଲୋକରେ ଲୋକପ୍ରିୟ ତାମିଲ ଅଭିନେତା ମନୋବାଲା

ଚେନ୍ନାଇ: ପରଲୋକରେ ଲୋକପ୍ରିୟ ତାମିଲ ଅଭିନେତା-ନିର୍ଦ୍ଦେଶକ ମନୋବାଲା। ଚେନ୍ନାଇରେ ତାମିଲ ଅଭିନେତା-ନିର୍ଦ୍ଦେଶକ ମନୋବାଲାଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଛି। ମୃତ୍ୟୁବେଳକୁ ତାଙ୍କୁ…

ସରକାରୀ ବାବୁଙ୍କୁ ହରିୟାଣା ସରକାରଙ୍କ ବଡ ଝଟକା

ହରିୟାଣା : ଅଧିକାରୀମାନଙ୍କୁ ହରିୟାଣା ସରକାର ଏକ ବଡ ଝଟକା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କଡା ନିର୍ଦ୍ଦେଶ ଦେଇଛନ୍ତି, ବର୍ତ୍ତମାନ କୌଣସି ଅଧିକାରୀ ସରକାରୀ ଗାଡିର…

କିଏ ନେବ ଶରତଙ୍କ ସ୍ଥାନ ସୁପ୍ରିୟା ସୁଲେଙ୍କୁ ନେଇ ଏନସିପିରେ ଚର୍ଚ୍ଚା

ନୂଆଦିଲ୍ଲୀ: ଜାତୀୟତାବାଦୀ କଂଗ୍ରେସ ଦଳର ନେତା ଶରଦ ପାୱାରଙ୍କ ଇସ୍ତଫା ପରେ ଏବେ ଚର୍ଚ୍ଚା ଜୋର ଧରିଛି ଯେ ଯଦି ସେ ତାଙ୍କ ଇସ୍ତଫା ପ୍ରତ୍ୟାହାର ନକରନ୍ତି ତେବେ ଦଳର ନୂତନ ମୁଖ୍ୟ କିଏ ହେବେ?…

କାଲି ଓଡିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର: ଆସନ୍ତାକାଲି ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ ସହରରେ ଜୋରଦାର୍ ପ୍ରସ୍ତୁତି ଚାଲିଛି। ରାଷ୍ଟ୍ରପତି ପଦ ଅଳଙ୍କୃତ ପରେ ରାଇରଙ୍ଗପୁରକୁ ଏହା ତାଙ୍କର…

କ୍ରୀଡ଼ାମନ୍ତ୍ରୀଙ୍କ ନାଁରେ ଏମିତି ଅଭିଯୋଗ ଆଣିଲେ ରେସଲର

ନୂଆଦିଲ୍ଲୀ : ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂ ନିଜ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଥିବା ସତ୍ତ୍ୱେ ଆନ୍ଦୋଳନରୁ ଓହରି…

୭ରେ ଲଘୁଚାପ, ସୂଚନା ଦେଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର

ଭୁବନେଶ୍ୱର: ୬ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆସନ୍ତା ୭ ତାରିଖ ବେଳକୁ ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଲଘୁଚାପଟି…

ନବୀନଙ୍କୁ ଭେଟିବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

ଭୁବନେଶ୍ୱର: ଆସନ୍ତା ୫ ତାରିଖରେ ଓଡ଼ିଶା ଆସିପାରନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ନୀତୀଶ ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।…

କଂଗ୍ରେସ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଟିଏମସି ନେତା ଆଭିଷେକ ଆନାର୍ଜୀ

କୋଲକାତା: ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ଅଭିଷେକ ବାନାର୍ଜୀ କଂଗ୍ରେସର ଦୋମୁହାଁ ନୀତିକୁ ନେଇ ଅଭିଯୋଗ କରିଛନ୍ତି | ସେ କହିଛନ୍ତି ଯେ ଯେତେବେଳେ କେନ୍ଦ୍ରୀୟ ଏଜେନ୍ସିମାନେ ବିରୋଧୀଙ୍କୁ…

ଶରତଙ୍କ ଇସ୍ତପା ପରେ ମୁହଁ ଖୋଲିଲେ ଆଜିତ ପାୱାର

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଚର୍ଚ୍ଚା ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ଆଜି ଏକ ବଡ଼ ଘୋଷଣା କରିଛନ୍ତି। ସେ ଦୁଇ ଦଶନ୍ଧି ଧରି ରହିଥିବା ଦଳ ଏନସିପିର ଜାତୀୟ ସଭାପତି…