ଆନ୍ଦୋଳନରୁ ଶର୍ମିଲା ଉଠାଇ ନେଇ ଘରେ ଛାଡିଲା ପୋଲିସ

ହାଇଦ୍ରାବାଦ: ପ୍ରଶ୍ନପତ୍ର ଲିକ୍‌ ବିରୋଧରେ ଆଜି ନାମପାଲ୍ଲୀସ୍ଥିତ ‘ତେଲେଙ୍ଗାନା ଷ୍ଟେଟ୍‌ ପବ୍ଲିକ୍‌ ସର୍ଭିସ୍‌ କମିସନ୍‌’ ବୋର୍ଡ ସମ୍ମୁଖରେ ବସି ପ୍ରତିବାଦ ପ୍ରଦର୍ଶନ କରୁଥିବା…

ରାହୁଲଙ୍କୁ ଏମିତି କହି ଟାର୍ଗେଟ କଲେ ଉପ ରାଷ୍ଟ୍ରପତି

ନୂଆଦିଲ୍ଲୀ,: ଲୋକସଭା ସଦସ୍ୟତାରୁ ଅଯୋଗ୍ୟ ଘୋଷିତ ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଆଜି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ତୀବ୍ର ସମାଲୋଚନା କରିଛନ୍ତି। ଏକ କାର୍ଯ୍ୟକ୍ରମରେ…

ଓଡ଼ିଶାରେ ମହଙ୍ଗା ହେବ ମଦ

ଭୁବନେଶ୍ବର : ରାଜ୍ୟରେ ଆଉ ନୂଆ ଠିପି ବନ୍ଦ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ ନାହିଁ। ଗ୍ରାମାଞ୍ଚଳରେ କୌଣସି ପ୍ରକାରର ଠିପି ଖୋଲା ମଦ ଦୋକାନ ଲାଇସେନ୍ସ ମିଳିବ ନାହିଁ। କେବଳ…

ଆଜି ପୁଣି ୧୨ଜିଲ୍ଲାରେ କୁଆ ପଥର ସହ ବର୍ଷା

ଭୁବନେଶ୍ବର : ପଶ୍ଚିମା‌ ଝଡ଼ ପ୍ରଭାବରେ ଆଜି ରାଜ୍ୟର ୧୨ ଜିଲ୍ଲାରେ ବିଶେଷ କରି ଉପକୂଳ ଓଡ଼ିଶାରେ ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବାର ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ…

୩ରେ ଜାପାନ ଯିବେ ନବୀନ

ଭୁବନେଶ୍ୱର :ଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ୩ ତାରିଖରୁ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ କାର୍ଯ୍ୟକ୍ରମ ରହିଛି। ୩ ତାରିଖରୁ ୯ ତାରିଖ ଯାଏଁ ମୁଖ୍ୟମନ୍ତ୍ରୀ…

ଆତ୍ମସମର୍ପଣ କରିବ ନାହିଁ ଅମୃତପାଲ

ନୂଆଦିଲ୍ଲୀ :ପଳାତକ ଘୋଷିତ ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ ପୁଣି ଗୋଟିଏ ଭିଡିଓ ମେସେଜ ଜରିଆରେ ପ୍ରଶାସନକୁ ତାଚ୍ଛଲ୍ୟ କରିଛି। ଦୀର୍ଘ ଦିନ ହେଲା ସୁରକ୍ଷାକର୍ମୀମାନେ ତାକୁ ଧରିବାକୁ…

ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ନାଁରେ ଅପରାଧିକ ମାମଲା

ନୂଆଦିଲ୍ଲୀ :ଆମେରିକା ଇତିହାସରେ ଗୋଟିଏ ବିରଳ ଘଟଣା ଘଟିବାକୁ ଯାଉଛି। ଦେଶର କୌଣସି କାର୍ଯ୍ୟରତ କିମ୍ବା ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ ଆରମ୍ଭ ହେବ ଅପରାଧିକ ମାମଲା। ଆମେରିକାର…

ପୁଣି ଅଡ଼ୁଆରେ ରାହୁଲ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ :ପୁଣି ହରଡ଼ଘଣାରେ ରାହୁଲ ଗାନ୍ଧି। ଗୋଟିଏ ପରେ ଗୋଟିଏ ବିପଦ ରାହୁଲ ଗାନ୍ଧିଙ୍କପିଛା ଛାଡ଼ୁନି। ଏକ ମାନହାନି ମାମଲାରେ ପାଟନାର ଏମ୍‌ପି-ବିଧାୟକ କୋର୍ଟ ରାହୁଲଙ୍କୁ ଏପ୍ରିଲ ୧୨ରେ…

ଭାରତରେ ବନ୍ଦ ହେଲା ପାକିସ୍ତାନ ଟୁଇଟର ଆକାଉଣ୍ଟ୍

ସାନ୍‌ଫ୍ରାନ୍‌ସିସ୍‌କୋ: ଆଇନଗତ ଆବଶ୍ୟକତା ଦୃଷ୍ଟିରୁ ଭାରତରେ ପାକିସ୍ତାନ ସରକାରଙ୍କ ଅଫିସିଆଲ୍‌ ‘ଟୁଇଟର୍‌’ ଆକାଉଣ୍ଟ୍‌କୁ ବ୍ଲକ୍‌ କରିଦିଆଯାଇଥିବା କଥା ଆଜି ‘ଟୁଇଟର୍‌’ ଜାରି କରିଥିବା…