ମେଟାର ବଡ଼ ନିଷ୍ପତ୍ତି, ରାତି ୧୨ଟାରୁ ସକାଳ ୬ଟା ଯାଏଁ ବନ୍ଦ ରହିବ ଇନଷ୍ଟା ଓ ଫେସବୁକ୍

ନୂଆଦିଲ୍ଲୀ : ପିଲାମାନଙ୍କର ସୋସିଆଲ ମିଡିଆରେ ଆକର୍ଷଣ ବଢୁଥିବା ନେଇ Meta ଉପରେ ଅଭିଯୋଗ ହୋଇଛି । ଆମେରିକାର ଶିଶୁ ଏବଂ କିଶୋରମାନଙ୍କ ସୁରକ୍ଷା ସହିତ ଜଡିତ ଏକ ବଡ଼ ମାମଲା ସମାପ୍ତ କରିବା…

ବଙ୍ଗୋପସାଗରରେ ପୁଣି ଲଘୁଚାପ ସମ୍ଭାବନା, ୨୯ରୁ ଓଡ଼ିଶାରେ ବଢ଼ିବ ବର୍ଷା

ଭୁବନେଶ୍ୱର : ବଙ୍ଗୋପସାଗରରେ ପୁଣି ଲଘୁଚାପ ସମ୍ଭାବନା । ୨୯ରୁ ଓଡ଼ିଶାରେ ବଢ଼ିବ ବର୍ଷା । ଓଡ଼ିଶାରେ ପୁଣି ବଢ଼ିବାକୁ ଯାଉଛି ବର୍ଷାର ପ୍ରଭାବ। ବଙ୍ଗୋପସାଗରରେ ଏକ ନୂଆ ଲଘୁଚାପ ସୃଷ୍ଟି…

ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ପରଲୋକ, ବିଶିଷ୍ଟ ବ୍ୟକ୍ତିମାନଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର : ପଦ୍ମପୁର ନିର୍ବାଚନମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ପରଲୋକ ଘଟିଛି । ଗତକାଲି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୭୩ ବର୍ଷ ବୟସରେ…

ସିଂହବାହିନୀରେ ନାଟକ ପରିବେଷଣ ବେଳେ ଅଘଟଣ, ମଞ୍ଚରେ ପଡ଼ି ଅଭିନେତା ପୀୟୁଷ ତ୍ରିପାଠୀ ଆହତ

ଦେବଗଡ଼ : ମୁଣ୍ଡ ବୁଲାଇ ମଞ୍ଚରେ ପଡିଗଲେ ଯାତ୍ରା ଅଭିନେତା ପିୟୁଷ ତ୍ରିପାଠୀ । ବାରକୋଟ ବ୍ଳକ ବାସୁପାଲି ଗାଁରେ ଯାତ୍ରା ପରିବେଷଣ ବେଳେ ଅଘଟଣ ଘଟିଛି । ଚିକିତ୍ସା ପାଇଁ ପୀୟୁଷଙ୍କୁ ବାରକୋଟ…

ପିଆଜ ଦରରେ ଲାଗିବ ଲଗାମ: ଟ୍ରାକ୍‌ରେ ଆସିଲା ‘କାନ୍ଦା ଏକ୍ସପ୍ରେସ’

ନୂଆଦିଲ୍ଲୀ: ପାର୍ବଣ ଋତୁ ପୂର୍ବରୁ ପିଆଜ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ‘କାନ୍ଦା  ଏକ୍ସପ୍ରେସ’ ଜରିଆରେ ବଫର ଷ୍ଟକ୍‌ର ପିଆଜ ଅଧିକ ଦର ଥିବା ସହରଗୁଡ଼ିକୁ ପଠାଇବା…

ଭାରତରେ ପ୍ରଚୁର ପରିମାଣରେ ମହଜୁଦ ଅଛି ଚିନି, ଖୁବଶୀଘ୍ର ଦରରେ ଆସିବ ପରିବର୍ତ୍ତନ: ISMA

ନୂଆଦିଲ୍ଲୀ : ଭାରତରେ ପ୍ରଚୁର ପରିମାଣରେ ମହଜୁଦ ଅଛି ଚିନି । କୌଣସି ବି ସ୍ଥିତିରେ ଚିନିର ଅଭାବ ପରିଲକ୍ଷିତ ହୋଇନାହିଁ । ଆସନ୍ତା କିଛିଦିନ ମଧ୍ୟରେ ଖୁବଶୀଘ୍ର ବର୍ଦ୍ଧିତ ଚିନି ଦରରେ ହ୍ରାସ…

H-1B ଭିସା ହେବ ମହଙ୍ଗା, ପ୍ରାୟ ୯୯ ଲକ୍ଷ ଟଙ୍କା ଫି’ ପ୍ରସ୍ତାବ କଲା ଆମେରିକା

H-1B ଭିସା ହେବ ମହଙ୍ଗା । ପ୍ରାୟ ୯୯ ଲକ୍ଷ ଟଙ୍କା ଫି’ ପ୍ରସ୍ତାବ କଲା ଆମେରିକା । H-1B ଭିସାକୁ ନେଇ ଆମେରିକା ଏକ ବଡ଼ ପ୍ରସ୍ତାବ ଆଣିଛି । H-1B କୋଟା ଅଧୀନରେ ଆବେଦନ ପାଇଁ ପ୍ରାୟ ୯୯…

ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା, ଆଜି ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ବର୍ଷା । ଆଜି ମଧ୍ୟ ପୂରା ଓଡ଼ିଶାକୁ ଜାରି ହୋଇଛି ଆଲର୍ଟ । ଉପକୂଳରୁ ଉପାନ୍ତ ସବୁଠି ପ୍ରବଳ ବର୍ଷା । ଉତ୍ତର ପରେ ଦକ୍ଷିଣ…

ଫୁଲୁଛି ମହାନଦୀ, ହୀରାକୁଦର ୧୬ ଗେଟ୍ ଖୋଲା

ସମ୍ବଲପୁର: ଫୁଲୁଛି ମହାନଦୀ । ଖୋଲୁଛି ହାରୀକୁଦ ଜଳଭଣ୍ଡାରର ଅଧିକ ଗେଟ୍ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଗୋଟିଏ ପରେ ଗୋଟିଏ ଗେଟ ଖୋଲି ଚାଲିଛି । ବର୍ତ୍ତମାନ…

ମାସ ଶେଷ ବେଳକୁ ପୁଣି ଲଘୁଚାପ, ଆଜି ଅତିପ୍ରବଳ ବର୍ଷା ପାଇଁ ୧୬ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର : ମାସ ଶେଷ ବେଳକୁ ପୁଣି ଲଘୁଚାପ । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ବଢ଼ିବ । ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ବର୍ଷା । ଉତ୍ତର ଉପକୂଳ ଓଡ଼ିଶା ଏବଂ ସଲଗ୍ନ ଅଞ୍ଚଳ…