ଆଜି ପ୍ରଥମାଷ୍ଟମୀ: ଶ୍ରୀମନ୍ଦିରରେ ପୋଢୁଆଁ ହେବେ ବଡ଼ ଠାକୁର ବଳଭଦ୍ର, ଲାଗି ହେବେ ମାମୁଁଘର ଆସିଥିବା ନୂଆ ପାଟବସ୍ତ୍ର
ଭୁବନେଶ୍ୱର(ଆମ ଟିଭି): ଆଜି ପ୍ରଥମାଷ୍ଟମୀ । ଶ୍ରୀମନ୍ଦିରରେ ପୋଢୁଆଁ ହେବେ ବଡ଼ ଠାକୁର ବଳଭଦ୍ର । ଏନେଇ ଶ୍ରୀଜିଉଙ୍କ ମାମୁଘର ନିଆଳିରୁ ଶ୍ରୀମନ୍ଦିରକୁ ଆସିଛି ପୋଢୁଆଁ ଭାର । ନିଆଳି ବ୍ଳକର…