ଭାଙ୍ଗିଯିବ କି ଟିଏମସି ! ୨୦ ସାଂସଦ ଲୋକସଭା ବାଚସ୍ପତିଙ୍କୁ ଲେଖିଲେ ଚିଠି

କୋଲକତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହାରିବା ପରେ ଟିଏମସିର ଦଳର ସ୍ଥିତି ଏବେ ଦୋହଲି ଯାଇଛି । ଦଳରେ ବିଦ୍ରୋହ ଆରମ୍ଭ ହୋଇଗଲାଣି । ବିଧାୟକଙ୍କ ପରେ ସାଂସଦମାନେ ଇସ୍ତଫା…

NEET-UG ପରୀକ୍ଷା ପାଇଁ ସୁରକ୍ଷା ଦେବ ଏୟାରଫୋର୍ସ, ପ୍ରଶ୍ନପତ୍ର ନେବ ଭାରତୀୟ ବାୟୁସେନା

ନୂଆଦିଲ୍ଲୀ : NEET-UG ପରୀକ୍ଷାରେ ହେଉଥିବା ଜାଲିଆତି ଏବଂ ପେପର ଲିକକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆସନ୍ତା ଜୁନ୍ ୨୧ ତାରିଖରେ ହେବାକୁ…

ପ୍ରକାଶ ପାଇଲା OJEE ୨୦୨୬ର ଫଳାଫଳ

ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ୨୦୨୬ର ଫଳାଫଳ । ଚଳିତ ବର୍ଷ ମୋଟ ୧ ଲକ୍ଷ୍ୟ ୦୩ ହଜାର ୪୩୪ ଜଣ ପରୀକ୍ଷାର୍ଥୀ ପଞ୍ଜୀକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୨ ହଜାର ୬୨୮…

ରାଜଧାନୀରେ କାଳବୈଶାଖୀର ତାଣ୍ଡବ, ଘନ ଅନ୍ଧକାର ସହ ଘଡ଼ଘଡ଼ି, ବର୍ଷା ପବନ

ଭୁବନେଶ୍ୱରରେ ଆଜି ମଧ୍ୟ କାଳବୈଶାଖୀ ରଚିଲା ତାଣ୍ଡବ। ରାଜଧାନୀରେ ଚାରିଆଡ଼େ ଘନ ଅନ୍ଧକାର ସହ ଘଡ଼ଘଡ଼ି, ବର୍ଷା ପବନ ଦେଖିବାକୁ ମିଳିଛି। ଗତ କିଛି ଦିନ ଧରି ଅପରାହ୍ଣ ହେବା ମାତ୍ରେ ରାଜ୍ୟର…

ବିଜେଡିକୁ ଆସିବେ ସୁଜାତା ପାଣ୍ଡିଆନ ! ମନ୍ମଥ କହିଲେ ଜଲଦି ଆସିଲେ ଭଲ…

ଭୁବନେଶ୍ୱର : ବିଜୁ ଜନତା ଦଳକୁ ଆସୁଛନ୍ତି ସୁଜାତା ଆର୍ . ପାଣ୍ଡିଆନ। ଏହା ଶତ ପ୍ରତିଶତ ସତ। ଆମେ ଚାହଁଛୁ ସେ ଯେତେ ଜଲଦି ଆସିବେ ଭଲ। ଅତ୍ୟନ୍ତ ଖୁସି ହେବୁ। ସୋମବାର ବିଜେଡି ନେତା ମନ୍ମଥ…

ପୁରୀରେ ଜରୁରୀକାଳୀନ ଲ୍ୟାଣ୍ଡିଂ କଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

ଭୁବନେଶ୍ଵର: ରାଜ୍ୟରେ ଜାରି ରହିଥିବା ଭୟଙ୍କର କାଳବୈଶାଖୀରେ ବର୍ଷା ଓ ପବନ ଯୋଗୁଁ ପୁରୀରେ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର। ପ୍ରତିକୂଳ ପାଗ ପାଇଁ ଭୁବନେଶ୍ବରରେ ଅବତରଣ…

ରୋଟାରୀ ଜିଲ୍ଲା ୩୨୬୨ ଆନୁକୂଲ୍ୟରେ ଧଉଳୀ ପାହାଡ଼ର ପାଦ ଦେଶରେ ସ୍ଲୀପିଂ ବୁଦ୍ଧ ସ୍ଥାପନା

"ଆମେ ଯୁଦ୍ଧ ଚାହୁଁନା ଶାନ୍ତି ଚାହୁଁ" ଏହି ବାର୍ତ୍ତାର ପ୍ରଚାର ପାଇଁ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ଧଉଳି ପାହାଡ଼ ପାଦ ଦେଶର ଦୟା ନଦୀଠାରେ ୧୪୦ ଫୁଟ ଲମ୍ବ, ୫୦ ଫୁଟ ଚଉଡା ଏବଂ ୩୭ ଫୁଟ…

ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ

ନୂଆଦିଲ୍ଲୀ: ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ। ଦିଲ୍ଲୀର ଯନ୍ତରମନ୍ତରରୁ ଶୁଭିଛି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି। ଯନ୍ତରମନ୍ତରେ ବିଶାଳ ବିକ୍ଷୋଭ…

କୁଏତ ଉପରେ ଇରାନର ମିସାଇଲ ଓ ଡ୍ରୋନ୍ ମାଡ, ଆକ୍ରମଣ ପରେ ସାରା ଦେଶରେ ବାଜି ଉଠିଥିଲା ସାଇରନ

ନୂଆଦିଲ୍ଲୀ: ଗଲ୍ଫ ଅଞ୍ଚଳରେ ଦିନକୁ ଦିନ ବଢ଼ୁଛି ଉତ୍ତେଜନା । ଆଜି ଭୋରରୁ କୁଏତବାସୀ ଆଖି ଖୋଲିବା ପୂର୍ବରୁ ପୁଣି ବଡ଼ ବିପଦର ସାମ୍ନା କରିଛନ୍ତି । କୁଏତ ଆକାଶରେ ଇରାନର ଶକ୍ତିଶାଳୀ ମିସାଇଲ୍…

ପାଟନା ସିଭିଲ କୋର୍ଟରେ ସରେଣ୍ଡର କଲେ ଖାନ୍ ସାର୍, ଗାର୍ଡଙ୍କୁ କହିଥିଲେ.. ଗୁଳି ମାର୍ ମୁଁ ଦେଖିବି

ବିହାର : ଚର୍ଚ୍ଚିତ ଶିକ୍ଷକ ଖାନ୍ ସାର୍ ଗୁଳିକାଣ୍ଡ ମାମଲାରେ ପାଟନା ସିଭିଲ କୋର୍ଟରେ ଆତ୍ମ ସମର୍ପଣ କରିଛନ୍ତି । ଖାନ୍ ସାରଙ୍କ ଗିରଫଦାରୀ ନେଇ ପୋଲିସ ଚଢାଉ କରିଛି । ତାଙ୍କ କୋଚିଂ ସେଣ୍ଟର…