ପୁଣି ଆରମ୍ଭ ହେଲା ଆମେରିକା-ଇରାନ ଯୁଦ୍ଧ; ହର୍ମୁଜ ପ୍ରଣାଳୀରେ ଆମେରିକାର ହସ୍ତକ୍ଷେପ…

ୱାଶିଂଟନ : ପୁଣି ଅଶାନ୍ତ ହେଲା ମଧ୍ୟପ୍ରାଚ୍ୟ। କିଛି ଦିନର ବ୍ୟବଧାନ ପରେ ପୁଣି ଆରମ୍ଭ ହୋଇଛି ଯୁଦ୍ଧ। ଅମାନିଆ ଆମେରିକା ଓ ଇରାନଙ୍କ ମଧ୍ୟରେ ଦେଖାଦେଇଛି ଅପ୍ରୀତିକର ପରିସ୍ଥିତି।…

ଖାନ୍ ସାର୍ ଙ୍କୁ ହତ୍ୟା ଉଦ୍ୟମ? କୋଚିଂ ସେଣ୍ଟର ବାହାରେ ଗୁଳିମାଡ଼, ସିକ୍ୟୁରିଟି ଗାର୍ଡ ଆହତ ହୋଇଥିବା ସୂଚନା

ଖାନ୍ ସାର୍ ଙ୍କୁ ହତ୍ୟା ଉଦ୍ୟମ? ପାଟନାର ମୁସଲ୍ଲାପୁର ହାଟ୍ ଅଞ୍ଚଳରେ ଖାନ୍ ସାରଙ୍କ କୋଚିଂ ସେଣ୍ଟର ବାହାରେ ଗୁଳିମାଡ଼ । ଗୁଳିମାଡ଼ରେ ସିକ୍ୟୁରିଟି ଗାର୍ଡ ଆହତ ହୋଇଥିବା ସୂଚନା । ତାଙ୍କୁ…

ମମତା ବାନାର୍ଜୀଙ୍କ ବିରୋଧରେ ବଡ଼ ବିଦ୍ରୋହ!: ୫୯ ବିଧାୟକଙ୍କ ସମର୍ଥନ ଦାବି କଲେ ରୀତବ୍ରତ ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗରେ ଏକ ବଡ଼ ରାଜନୈତିକ ଯୁଦ୍ଧ ଆରମ୍ଭ ହେଉଛି। ତୃଣମୂଳ କଂଗ୍ରେସ ଭିତରେ ଏକ ବଡ଼ ବିଦ୍ରୋହର ସଙ୍କେତ ମିଳୁଛି। ବହିଷ୍କୃତ ତୃଣମୂଳ କଂଗ୍ରେସ ବିଧାୟକ ରୀତବ୍ରତ ବାନାର୍ଜୀ…

ବହୁତଳ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ: ୨୦ ମୃତ!

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ହୌଜରାଣୀ ଅଞ୍ଚଳରେ ଥିବା ଫ୍ଲୋରିଷ୍ଟ ଇନ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଅତି କମରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ହୋଟେଲକୁ ଖାଲି କରାଯାଉଛି।…

ଓମର ଅବଦୁଲ୍ଲାଙ୍କ ବିରୋଧରେ ମଧ୍ୟ ବିଦ୍ରୋହ!: ନୋ-ନେଟୱାର୍କ ଜୋନକୁ ଗଲେ ଦଳର ସାଂସଦ ଏବଂ ବିଧାୟକ

ଶ୍ରୀନଗର: ଜମ୍ମୁ ଏବଂ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲାଙ୍କ ଦଳ ନ୍ୟାସନାଲ କନଫରେନ୍ସ, ବିଭାଜନ ହେବାର ଆଶଙ୍କାର ସମ୍ମୁଖୀନ ହେଉଛି। ଓମରଙ୍କ ସାଂସଦ ଏବଂ ବିଧାୟକମାନଙ୍କ ମଧ୍ୟରେ…

ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ, ଏକାଠି ହେବେ ୧୧ ଦେଶର ପ୍ରତିନିଧି

ପୁରୀ : ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ । ଏକାଠି ହେବେ ୧୧ ଦେଶର ପ୍ରତିନିଧି! । ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା । ବିପର୍ଯ୍ୟୟ ମୁକାବିଲାରେ ସାରା…

ଖରାଛୁଟି ପୂର୍ବରୁ ପିଲାଙ୍କ ପାଖରେ ପହଞ୍ଚିବ ବହି: ଗଣଶିକ୍ଷାମନ୍ତ୍ରୀ

ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ମିଳିବ ଆଶ୍ୱସ୍ତି। ଖରା ଛୁଟି ପୂର୍ବରୁ ସମସ୍ତ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିବ ପାଠ୍ୟପୁସ୍ତକ। ଏ ନେଇ ଆଜି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ…

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କର୍ପୋରେଟର ରଞ୍ଜନ ବିଶ୍ୱାଳ

ବିଜେଡି ଛାଡ଼ିଲେ ରଞ୍ଜନ ବିଶ୍ୱାଳ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଦେଇଛନ୍ତି ଇସ୍ତଫା । ନିଜ ଇସ୍ତଫାପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି । ଦଳରେ କ୍ରମାଗତ ଭାବେ…

ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ୪ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ

ପୁରୀ : ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ। ବନକଲାଗି ଅବସରରେ ଏହି ନୀତି ହୋଇଥିବାରୁ ପ୍ରାୟ ୪ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ବିତୀୟ…

ବାଲିଅନ୍ତା ବର୍ବରକାଣ୍ଡ ଘଟଣାରେ ଘାଣ୍ଟୁଛି NHRC, ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର, ଆମ୍ବୁଲାନ୍ସ ଡ୍ରାଇଭର ହାଜର

ଭୁବନେଶ୍ୱର : ବାଲିଅନ୍ତା ବର୍ବରକାଣ୍ଡ ଘଟଣାରେ ଘାଣ୍ଟୁଛି NHRC । ହାଜର ହେଉଛନ୍ତି ଜଣକ ପରେ ଜଣେ । ସୌମ୍ୟଙ୍କ ବିରୋଧରେ ଅଭିଯୋଗ କରିଥିବା ଦୁଇ ଯୁବତୀ, ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର,…