ଓଡ଼ିଶାରେ ହେବ କି ଆଗୁଆ ନିର୍ବାଚନ ?

ଭୁବନେଶ୍ବର (ଆମ ଟିଭି): ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା ଦୀର୍ଘ ଦିନ ହେବ ଜୋର ଧରିଛି । ବର୍ତ୍ତମାନ ଏହି ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି ଆସିବାକୁ ଥିବା ଅତିରିକ୍ତ ବଜେଟ୍ । ଅର୍ଥ…

ବିରୋଧୀ ଦଳଙ୍କୁ ଡିନର ପାଇଁ ଡାକିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ (ଆମ ଟିଭି): କଂଗ୍ରେସ ଦ୍ୱାରା ଡକାଯାଇଥିବା ବିରୋଧୀ ଦଳର ବୈଠକ ପାଇଁ ଆମ୍ ଆଦମୀ ପାର୍ଟି ସମେତ ୨୪ ଟି ଦଳ ନିମନ୍ତ୍ରଣ କରାଯାଇଛି। ଏହି ବୈଠକରେ ଯୋଗଦେବା ପାଇଁ କଂଗ୍ରେସ ମଧ୍ୟ ଆପ…

ଖୁବଶୀଘ୍ର ନୂଆ ଘରକୁ ସିପ୍ଟ ହେବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ (ଆମ ଟିଭି): କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୀଘ୍ର ଏକ ନୂତନ ଗୃହ ପାଇପାରନ୍ତି। ସୂଚନାନୁସାରେ, ରାହୁଲ ଗାନ୍ଧୀଙ୍କ ପାଇଁ ଏକ ନୂତନ ଘର ଖୋଜିବା ଶେଷ ହୋଇଛି। ଏହା ମଧ୍ୟ ଯାଞ୍ଚ…

ସୁପ୍ରିମକୋର୍ଟରେ ପହଞ୍ଚିଲେ ଆଦିପୁରୁଷ ଫିଲ୍ମର ନିର୍ମାତା

ନୂଆଦିଲ୍ଲୀ (ଆମ ଟିଭି): ଆଦିପୁରୁଶ ଫିଲ୍ମର ନିର୍ମାତାମାନେ ଆହ୍ଲାବାଦ ହାଇକୋର୍ଟରେ ହାଜର ହେବା ବିରୋଧରେ ବୁଧବାର (ଜୁଲାଇ ୧୨) ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। ତାଙ୍କ ଓକିଲ ଆହ୍ଲାବାଦ…

ଜନଅଭିଯୋଗ ଶୁଣାଣି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି

ଭୁବନେଶ୍ବର (ଆମ ଟିଭି): ପୁଣି ରାଜ୍ୟ ସରକାରଙ୍କ ଯୋଜନାକୁ ନେଇ ବର୍ଷିଲା ବିଜେପି । ମୋ ସରକାର ଅଧିନରେ ଆସିବ ଜନଅଭିଯୋଗର ଶୁଣାଣି । ଆସନ୍ତା ମାସ ଠାରୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ…

ମୁଖ୍ୟମନ୍ତ୍ରୀ ତାଙ୍କ ଦପ୍ତରକୁ ଆସୁନାହାନ୍ତି: ବିଜେପି

ଭୁବନେଶ୍ବର (ଆମ ଟିଭି): ପୁଣି ନବୀନ ସରକାରଙ୍କୁ ଟାର୍ଗେଟ କଲା ବିଜେପି । ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ଅନୁପସ୍ଥିତ ରହିବାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି…

ବାହାନଗା ରେଳ ଦୁର୍ଘଟଣା: ୭ ରେଳ କର୍ମଚାରୀ ନିଲମ୍ବିତ

ଭୁବନେଶ୍ବର (ଆମ ଟିଭି): ବାହାନଗା ରେଳ ଦୁର୍ଘଟଣାକୁ ନେଇ ଆସିଲା ଏକ ବଡ଼ ଖବର । ବାହାନଗା ରେଳ ଦୁର୍ଘଟଣା ମାମଲାରେ ୭ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ଦାୟିତ୍ୱରେ ଅବହେଳା…

ବଢୁଛି ଯମୁନାର ଜଳସ୍ତର: ଚିନ୍ତାରେ କେଜ୍ରିୱାଲ ସରକାର

ନୂଆଦିଲ୍ଲୀ (ଆମ ଟିଭି): ଯମୁନାର ଜଳସ୍ତର ବୃଦ୍ଧି ଜାତୀୟ ରାଜଧାନୀ ଦିଲ୍ଲୀରେ ଉତ୍ତେଜନା ବୃଦ୍ଧି କରିଛି। ଏହି ପ୍ରସଙ୍ଗରେ ସିଏମ୍ ଅରବିନ୍ଦ କେଜ୍ରିୱାଲ ଏକ ଜରୁରୀ ବୈଠକ ଡାକିଛନ୍ତି। ଏହି…

ବଦଳିଲା ସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ

ଭୁବନେଶ୍ବର (ଆମ ଟିଭି): ବଦଳିଲା ସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ । ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ ବଦଳିବ…

ସ୍କୁଲ ବସକୁ ଧକ୍କା ଦେଲା କାର୍: ୬ ମୃତ

ନୂଆଦିଲ୍ଲୀ (ଆମ ଟିଭି): ଉତ୍ତରପ୍ରଦେଶର ଗାଜିଆବାଦର ଜାତୀୟ ରାଜପଥରେ ଏକ ବସ୍ ଏବଂ କାର ମଧ୍ୟରେ ଧକ୍କା ହେବା ଫଳରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ସ୍କୁଲ ବସ୍‌ରେ କୌଣସି ଛାତ୍ର ନଥିବା…