ବିଜେପିର ୨୪ ପ୍ଲାନ୍: ୨୫ରୁ ୩୦ ଜଣ ନେତାଙ୍କ ଟିକେଟ୍ କାଟିବ ବିଜେପି

ନୂଆଦିଲ୍ଲୀ (ଆମ ଟିଭି): ୨୦୨୪ ନିର୍ବାଚନକୁ ନେଇ ବିଜେପି ଏକ ଜନସମ୍ପର୍କ ଅଭିଯାନ ଆରମ୍ଭ କରିଛି, ଯେଉଁଥିରେ ଦଳର ସମସ୍ତ ବଡ ନେତା ମୋଦୀ ସରକାରଙ୍କ ନଅ ବର୍ଷର ସଫଳତାକୁ ଲୋକଙ୍କ ପାଖରେ…

ବିଜେଡିକୁ ପୁଣି ଅପରାଜିତାଙ୍କ ଟାର୍ଗେଟ

ଭୁବନେଶ୍ବର (ଆମ ଟିଭି): ୫ଟି ସଚିବଙ୍କୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ଲାଗି ରହିଛି । ଏହାରି ଭିତରେ ପୁଣି ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଟ୍ୱିଟ କରି…

ଆଜି ନାମାଙ୍କନ ଭରିବେ ଏସ ଜୟଶଙ୍କର୍

ନୂଆଦିଲ୍ଲୀ (ଆମ ଟିଭି ): ନାମାଙ୍କନ ଭରିବେ ଏସ ଜୟସଙ୍କର । ଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ସୋମବାର ସକାଳେ ଗୁଜରାଟରୁ ରାଜ୍ୟସଭା ପାଇଁ ମନୋନୟନପତ୍ର ଦାଖଲ କରିବେ। ଗୁଜରାଟରେ ମୋଟ ୩ଟି…

ଓଟିପି ସେୟାରିଂ ମାମଲା: ଓଡ଼ିଶା ଆସିବ NIA ଏବଂ IB

ଭୁବନେଶ୍ବର (ଆମ ଟିଭି ):  ଖୋଲୁଛି ଓଟିପି ସେୟରିଂ ମାମଲାର ଗୋଟିଏ ପରେ ଗୋଟିଏ ଗୁମର । ଓଟିପି ସେୟାରିଂ ସ୍କାମ ତଥ୍ୟ ଲିକ୍ ଘଟଣାରେ ଖୋଲିବ ପାକିସ୍ତାନ ଆଇଏସ୍ଆଇ ଏଜେଣ୍ଟଙ୍କ ସହ ଆର୍ଥିକ…

କେଜ୍ରିୱାଲଙ୍କୁ ଟାର୍ଗେଟ କରି ଏପରି କହିଲା ବିଜେପି

ନୂଆଦିଲ୍ଲୀ(ଆମ ଟିଭି): ଦିଲ୍ଲୀ ମଦ ଦୁର୍ନୀତିକୁ ନେଇ ରାଜନୀତି ଜୋର ଧରିଛି । ଦିଲ୍ଲୀର ମଦ ଦୁର୍ନୀତି ଉପରେ ତଦନ୍ତ ଚାଲିଥିବା ବେଳେ ଶନିବାର ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଆମ୍…

ଭୂକମ୍ପରେ ଥରିଲା ଜମ୍ମୁ ଓ କଶ୍ମୀର

ନୂଆଦିଲ୍ଲୀ (ଆମ ଟିଭି ): ଭୁକମ୍ପରେ ଥରିଲା ଜମ୍ମୁ କାଶ୍ମୀର।ଆଜି ସକାଳେ ଜମ୍ମୁ ଓ କଶ୍ମୀରରେ ୪.୯ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଥିବା କଥା ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌…

ହିଂସାକାଣ୍ଡ ଯୋଗୁଁ ଆଜି ପୁଣି ୬୦୪ ବୁଥରେ ହେବ ସାନି ନିର୍ବାଚନ

କୋଲକତା (ଆମ ଟିଭି ): ପଶ୍ଚିମବଙ୍ଗରେ  ନିର୍ବାଚନୀ ହିଂସା ଦିନକୁ ଦିନ ବଢ଼ିବାରେ ଲାଗିଛି। ପଶ୍ଚିମବଙ୍ଗରେ ଶନିବାର ହୋଇଥିବା ପଂଚାୟତ ନିର୍ବାଚନରେ ବ୍ୟାପକ ହିଂସାକାଣ୍ଡ ପରେ ବଡ ନିଷ୍ପତ୍ତି…

ଆଜି ୮ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ବର (ଆମ ଟିଭି):  ଆଜିଠୁ ରାଜ୍ୟରେ ବିଭିନ୍ନ ସ୍ଥାନରେ  ବର୍ଷା ହେବ। ୮ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜିଠୁ…

ବଢ଼ୁଛି ଆଖିଧରା ରୋଗ

 ଭୁବନେଶ୍ଘର (ଆମ ଟିଭି): ଦିନକୁ ଦିନ ଆହୁରି ଭୟଙ୍କର ହେବାରେ ଲାଗିଛି ଆଖିଧରା ସଂକ୍ରମଣ । ବର୍ଷା ଋତୁ ଆରମ୍ଭ ହୋଇଥିବା ବେଳେ ଏହି ଆଖିଧରା ସଂକ୍ରମଣ ବ୍ୟାପିବା ସମସ୍ତଙ୍କୁ ଚିନ୍ତାରେ ପକାଇ…

ଉତ୍ତର ଭାରତରେ ଜଳ ପ୍ରଳୟ

ନୂଆଦିଲ୍ଲୀ(ଆମ ଟିଭି): ଉତ୍ତର ଭାରତରେ ଜାରି ରହିଛି ପ୍ରବଳ ବର୍ଷା । ଭାରି ବର୍ଷା କାରଣରୁ ଦିଲ୍ଲୀ ଏବଂ ଏନସିଆରର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖିବାକୁ ମିଳିଛି । ତେବେ ବର୍ଷା…