ଆଧାର-ପାନ୍ ଲିଙ୍କ: ହାତରେ ଆଉ ମାତ୍ର ୨ ଦିନ

ନୂଆଦିଲ୍ଲୀ(ଆମ ଟିଭି): ଆପଣ ଆଧାର ସହ ପାନ୍ ଲିଙ୍କ୍ କରିନାହାନ୍ତି କି? ତାହେଲେ ଆପଣଙ୍କ ପାଇଁ ଏହି ଖବର ବେଶ୍ ଗୁରୁତ୍ୱପୂର୍ଣ୍ଣ । ଜୁନ୍ ୩୦ ତାରିଖ ଆଧାର ସହ ପାନ୍ କାର୍ଡ ଲିଙ୍କ୍ କରିବାକ…

ଗଜପତି ମହାରାଜ କଲେ ୩ ରଥର ଛେରାପହଁରା

ପୁରୀ(ଆମ ଟିଭି): ଆଜି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ ମହାବାହୁ । ସେଥିପାଇଁ ଆରମ୍ଭ ହେଲା ଛେରାପହଁରା ନୀତି । ତାମଯାନରେ ଆସିଲେ ଗଜପତି ମହାରାଜ । ୩ ରଥରେ ଛେରା ପହଁରା ନୀତି ସମ୍ପନ୍ନ…

ରିମାଣ୍ଡରେ ଗଲେ କୋଟିପତି ସରକାରୀ ବାବୁ ପ୍ରଶାନ୍ତ ରାଉତ

ଭୁବନେଶ୍ୱର(ଆମ ଟିଭି): ରିମାଣ୍ଡରେ ଗଲେ କୋଟିପତି ସରକାରୀ ବାବୁ ପ୍ରଶାନ୍ତ ରାଉତ । ୫ ଦିନିଆ ରିମାଣ୍ଡରେ ନେଲା ଭିଜିଲାନ୍ସ । ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି । ଆୟ ବର୍ହିଭୂତ…

ପଶ୍ଚିମବଙ୍ଗରେ ପୁଣି ନିର୍ବାଚନୀ ହିଂସା

କୋଲକାତା (ଆମ ଟିଭି): ପୁଣି ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା । କୋଚ୍ ବିହାରରେ ଆଉ ଜଣେ ଟିଏମସି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ହାଟାରେ ନିର୍ବାଚନ ପ୍ରଚାର କରି ଫେରୁଥିବା…

ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର (ଆମ ଟିଭି): ଆଜି ଏକାମ୍ର ପ୍ରକଳ୍ପର ଭୂମିପୂଜନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଲିଙ୍ଗରାଜ ମନ୍ଦିର ପରିସରରେ ଭୂମିପୂଜନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶିଳାନ୍ୟାସ…

ଜନ୍ମବେଦୀ ଛାଡ଼ି ରତ୍ନବେଦୀକୁ ବାହୁଡ଼ିଯିବେ ମହାପ୍ରଭୁ

ପୁରୀ (ଆମ ଟିଭି): ସରିଲା ଲୀଳାଖେଳା । ଆଜି ଜନ୍ମବେଦୀ ଛାଡ଼ି ପୁଣି ରତ୍ନ ସିଂହାସନକୁ ଫେରିଯିବେ ମହାପ୍ରଭୁ । ଆଗେଇ ଚାଲିଛି ଶ୍ରୀଜିଉଙ୍କ ନୀତିକାନ୍ତି । ନାକଚଣା ଦ୍ୱାରରେ ଦଣ୍ଡାୟମାନ ତିନି…

ଅଗ୍ନିବୀର ହେଲେ ସାଂସଦ ରବି କିଶନଙ୍କ ଝିଅ

ନୂଆଦିଲ୍ଲୀ (ଆମ ଟିଭି): ଅଗ୍ନିବୀର ହେଲେ ରବି କିଶନଙ୍କ ଝିଅ । ଗୋରଖପୁରରୁ ବିଜେପି ସାଂସଦ ରବି କିଶନଙ୍କ ଝିଅ ଇଶିତା ଶୁକ୍ଳା ଡିଫେନ୍ସ ଫୋର୍ସରେ ସାମିଲ ହେଲେ । ନିଜ ଝିଅର ନିଷ୍ପତ୍ତି ଉପରେ…

ବିଗ ବଜେଟର ସିନେମା “ପ୍ରଥା”

ଭୁବନେଶ୍ୱର (ଆମ ଟିଭି):"ପ୍ରଥା" ମାସ୍ ସିନେମା ଫର ମାସ୍ ଅଡିଏନ୍ସ ଥିମ୍ ରେ ଏକ ଆକ୍ସନ ଥ୍ରୀଲର ମୁଭି l କୋରାପୁଟ ଜିଲ୍ଲାର କଳା ସଂସ୍କୃତି ତଥା ଧେମ୍ସା ନାଚ ଆଉ ବାଉଁଶ ରାଣୀ ଖେଳ, ଏମିତି…

ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଜମିଜମା ଉପରେ ସ୍ୱତନ୍ତ୍ର ଆଇନ ଲାଗୁ ହେଲେ ଶ୍ରୀ ଜିୟୁ ଏବଂ ସରକାରଙ୍କ ରାଜସ୍ୱ…

ଭୁବନେଶ୍ୱର (ଆମ ଟିଭି): ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଜମିଜମା ଉପରେ ସ୍ୱତନ୍ତ୍ର ଆଇନକୁ ଲାଗୁ କରିବାପାଇଁ କଂଗ୍ରେସ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଦୃଷ୍ଟି…

ଲୋକଙ୍କ ସହ ପ୍ରତାରଣା କରିଛି ରାଜ୍ୟ ବିଜେପି: ବିଜେଡି

ଭୁବନେଶ୍ୱର ( ଆମ ଟିଭି): ପୁଣି ବିଜେପିକୁ ଟାର୍ଗେଟ କଲା ବିଜେଡି । ବିଜେଡିର କହିବା କଥା, ରାଷ୍ଟ୍ରୀୟ ସଭାପତିଙ୍କ ମୁହଁରେ ମିଛ କୁହାଇଲା ରାଜ୍ୟ ବିଜେପି । ୭୫ ଲକ୍ଷ ଘର ମଞ୍ଜୁର ହୋଇଛି…