ମାଗଣା ଅଟା ପାଇବାକୁ ପାକିସ୍ତାନରେ ଡହଳବିକଳ

ଇସଲାମାବାଦ(ଆମ ଟିଭି): ପାକିସ୍ତାନରେ ଖାଦ୍ୟ ପାଇଁ ଡହଳବିକଳ ହେଉଛନ୍ତି ଲୋକେ । ମାଗଣା ଅଟା ପାଇବାକୁ ବିଭିନ୍ନ ସ୍ଥାନରେ ଲାଗିଛି ଲମ୍ବା ଲାଇନ୍ । ଅଟା ଟିକେ ପାଇବାକୁ ଲୋକଙ୍କ ମଧ୍ୟରେ…

ଦୟା ରୁ ଉଦ୍ଧାର ହେଲା ସୁମିତେନ୍ଦ୍ର ଙ୍କ ମୃତଦେହ

ଭୁବନେଶ୍ୱର(ଆମ ଟିଭି): ଗତକାଲି ଅପରାନ୍ହ ରେ ଅନ୍ୟ କେତେଜଣ ନାବାଳକ ଙ୍କ ସହ ସ୍ଥାନୀୟ ଶିଶୁପାଳଗଡ଼ ଇନ୍ଦିରା କଲୋନୀ ର ନାବାଳକ ସୁମିତେନ୍ଦ୍ର ସାହୁ ନିଜ ଘରେ ଥିବା ଆକ୍ୟୁୱାରୀୟମ ପାଇଁ ମାଛ…

ବିଜେପିକୁ ହରାଇବାକୁ ହେଲେ ସବୁ ବିରୋଧୀ ଏକଜୁଟ୍ ହେବା ଆବଶ୍ୟକ: ମମତା

ନୂଆଦିଲ୍ଲୀ(ଆମ ଟିଭି): ପୁଣି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ମମତା । କେନ୍ଦ୍ର ସରକାରଙ୍କ ବିରୋଧରେ କୋଲକାତାରେ ୩ ଦିନ ଧରି ଧାରଣାରେ ବସିଛନ୍ତି ମମତା ବାନାର୍ଜୀ ।୩୦ ଘଣ୍ଟାରୁ ଅଧିକ…

ରାଜ୍ୟରେ ଗତିଶୀଳ ହେବ ପ୍ରଗତିର ରଥ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର (ଆମ ଟିଭି): ଭଦ୍ରକ ନୟାଗଡ଼ବାସୀଙ୍କ ପାଇଁ ଖୁସି ଖବର । ଭଦ୍ରକ-ନୟାଗଡ଼ ଟାଉନ ମେମୁ ରେଳର ଶୁଭାରମ୍ଭ ଆଜି ହୋଇଛି। କଟକ ରେଳଷ୍ଟେସନରେ ରେଳ ଚଳାଚଳ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର…

ରାମ ନବମୀରେ ବୁଡ଼ିଗଲେ ୨ ଭାଇ

ସୋର (ଆମ ଟିଭି): ରାମ ନବମୀରେ ସୋରରୁ ଆସିଛି ଏକ ଦୁଖଃଦ ଖବର । ଆଜି ୨ ଭାଇଙ୍କ ଅକାଳ ବିୟୋଗ ଘଟିଛି। ଗତ ୧୦ ବର୍ଷ ତଳେ ବଡ଼ ଭାଇଙ୍କ ରାମ ନବମୀରେ ମୃତ୍ୟୁ ହୋଇଥିଲା। ଆଜି ସାନ ଭାଇର ମଧ୍ୟ…

ଆସନ୍ତାମାସରେ ସୁଧ ହାର ଅପରିବର୍ତ୍ତିତ ରଖିପାରେ ଆରବିଆଇ

ନୂଆଦିଲ୍ଲୀ (ଆମ ଟିଭି): ଏପ୍ରିଲରେ ଅପରିବର୍ତ୍ତିତ ରହିପାରେ ସୁଧ ହାର । ଆସନ୍ତା ମାସରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଆର୍ଥିକ ନୀତି ସମିତି ବୈଠକ ହେବାକୁ ଯାଉଥିବାବେଳେ ସେଥିରେ ପ୍ରଚଳିତ…

ରାମ ନବମୀରେ ମନ୍ଦିରରେ ଅଘଟଣ

ହାଇଦ୍ରାବାଦ୍ (ଆମ ଟିଭି): ରାମ ନବମୀରେ ବଡ଼ ଧରଣର ଅଘଟଣ । ରାମନବମୀ ପୂଜା ବେଳେ ଆନ୍ଧ୍ରପ୍ରଦେଶ ପଶ୍ଚିମ ଗୋଦାବରୀରେ ଅଘଟଣ । ପଶ୍ଚିମ ଗୋଦାବରୀର ବେଣୁଗୋପାଳ ସ୍ବାମୀ ମନ୍ଦିରରେ ଅଗ୍ନିକାଣ୍ଡ…

ଜମ୍ମୁରେ ବଡ଼ ଧରଣର ବିସ୍ଫୋରଣ

ଜମ୍ମୁ (ଆମ ଟିଭି): ଜମ୍ମୁରେ ପୁଣି ଆତଙ୍କବାଦୀଙ୍କ ହରକତ୍ ଦେଖିବାକୁ ମିଳିଛି । ଜମ୍ମୁ କାଶ୍ମୀରର କଠୁଆ ଜିଲ୍ଲାରେ ବଡ଼ଧରଣର ବିସ୍ଫୋରଣ। ଭାରତ-ପାକିସ୍ତାନ ସୀମା ନିକଟରେ ବିସ୍ଫୋରଣ ହୋଇଥିବା…

ପୁଣି ବଢିଲା ଓମଫେଡ କ୍ଷୀର ଦାମ୍

ଭୁବନେଶ୍ୱର (ଆମ ଟିଭି): ମହଙ୍ଗା ମାଡ଼ରେ ଅସ୍ତବ୍ୟସ୍ତ ହୋଇଗଲେଣି ସାଧାରଣ ଜନତା । ଏହାରି ଭିତରେ ପୁଣି ବଢିଲା ଓମଫେଡ୍ କ୍ଷୀର ଦର । ପ୍ୟାକେଟ୍ ପିଛା ଦୁଇ ଟଙ୍କା ମୂଲ୍ୟ ବୃଦ୍ଧି ନେଇ ଓମଫେଡ…

ବଢିବ ବର୍ଷା: ୧୧ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଆମ ଟିଭି): ନିକଟରେ ବର୍ଷା କମିବାର ନଥିବା ଖବର ମିଳୁଛି । କାରଣ ପଛକୁ ପଛ ଆସୁଛି ପଶ୍ଚିମା ଝଡ଼ । ଆସନ୍ତା ୨ ତାରିଖରୁ ରାଜ୍ୟରେ ପୁଣି ପଶ୍ଚିମା ଝଡ଼ର ପ୍ରଭାବ ରହିବ । ଦେଶର ଉତର…