ବ୍ରିଜଭୂଷଣଙ୍କୁ ଗିରଫ କରିବାକୁ ପର୍ଯ୍ୟାପ୍ତ ପ୍ରମାଣ ମିଳିନାହିଁ: ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ(ଆମ ଟିଭି): ଦିଲ୍ଲୀରେ ଏବେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ନେଇ ରାଜନୀତି ଜୋରଦାର ହୋଇଛି । ଏହାରି ଭିତରେ ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ଗିରଫକୁ…

ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ୧୦ ଲକ୍ଷ

ଭୁବନେଶ୍ୱର(ଆମ ଟିଭି): ରାଜ୍ୟ ସରକାରଙ୍କ ବଡ ଘୋଷଣା । ସରକାରୀ କର୍ମଚାରୀଙ୍କ ପାଇଁ ଅନୁକମ୍ପା ସହାୟତା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ । ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି…

ବଢିବ +୨ ସିଟ୍

ଭୁବନେଶ୍ୱର (ଆମ ଟିଭି): ମାଟ୍ରିକ ପରୀକ୍ଷାରେ ବିପୁଳ ମାତ୍ରାରେ ସଫଳତା ପରେ +୨ରେ ବର୍ତ୍ତମାନ ବଢିବ ସିଟ୍ । ସେଥିପାଇଁ ଯୁକ୍ତ ଦୁଇ ସିଟ ସଂଖ୍ୟାରେ ବୃଦ୍ଧି ହେବ ବୋଲି କହିଛନ୍ତି ବିଦ୍ୟାଳୟ…

ଏଣିକି ସବୁ ବ୍ଲକରେ ମିଳିବ ୪ଜି ସେବା

ଭୁବନେଶ୍ୱର (ଆମ ଟିଭି): ବହୁ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ଏଣିକି ସବୁଠି ଉପଲବ୍ଧ ହେବ ୪ଜି ସେବା । ପ୍ରତି ବ୍ଲକରେ କରାଯିବ ୨ଟି ମୋ ସେବା କେନ୍ଦ୍ର। OSWAS ଜରିଆରେ କାମ କରୁଛନ୍ତି…

ମନୀଷ ସିସୋଦିଆଙ୍କ ଜାମିନ୍ ଆବେଦନ ଖାରଜ୍ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ (ଆମ ଟିଭି): ମନୀଷ ସିସୋଦିଆଙ୍କ ପାଇଁ ପୁଣି ବଢିଲା ଅଡ଼ୁଆ । ଲାଗିଲା ବଡ଼ ଝଟକା । ଦିଲ୍ଲୀ ଅବକାରୀ ନୀତି ମାମଲାରେ ଦିଲ୍ଲୀ ହାଇକୋର୍ଟ ଆମ୍ ଆଦମୀ ପାର୍ଟିର ନେତା ମନୀଷ…

ନବ ଦାସ ହତ୍ୟାକାଣ୍ଡ ଘଟଣାରେ ପୁଣି ସିବିଆଇ ତଦନ୍ତ ଦାବି କଲା ବିଜେପି

ଭୁବନେଶ୍ୱର (ଆମ ଟିଭି): ନବଦାସ ମୃତ୍ୟୁ ଘଟଣାକୁ ନେଇ ପୁଣି ସରକାରଙ୍କୁ ଘେରିଲା ବିଜେପି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଗୋପାଳକୁ ଖସାଇବାକୁ ହେଉଛି ଉଦ୍ୟମ । ଗୋପାଳର…

ଆସନ୍ତାକାଲି ପ୍ରକାଶ ପାଇବ +୨ ଫଳ

ଭୁବନେଶ୍ୱର (ଆମ ଟିଭି): ବହୁ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷାଫଳ । ଏନେଇ ସିଏଚଏସିସି, ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି । ୩୧…

ହିଂସା ମଧ୍ୟରେ ଆଜି ମଣିପୁର ଗସ୍ତ କରିବେ ଗୃହମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ (ଆମ ଟିଭି): ଗତ କିଛି ଦିନ ହେବ ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ । ଏକପ୍ରକାର କହିବାକୁ ଗଲେ ଜଳୁଛି ମଣିପୁର । ପ୍ରାୟ ଏକ ମାସ ହେବ ଥମୁନି ମଣିପୁର ହିଂସା । ମଣିପୁରର…

ଗୁଜୁରାଟକୁ ହରାଇ ଆଇପିଏଲ ଟ୍ରଫି ହାତେଇଲା ଚେନ୍ନାଇ ସୁପର କିଙ୍ଗସ୍

ନୂଆଦିଲ୍ଲୀ (ଆମ ଟିଭି): ପୁଣି ଇତିହାସ ରଚିଲା ଚେନ୍ନାଇ । ଗୁଜରାଟକୁ ହରାଇ ଆଇପିଏଲ ଟ୍ରଫି ହାତେଇ ନେଇଛି ଚେନ୍ନାଇ ସୁପର କିଙ୍ଗସ୍ । ରୋମାଂଚକର ମ୍ୟାଚରେ ଶେଷ ବଲରେ ଧୋନୀଙ୍କ ଟିମ୍ ଚେନ୍ନାଇ…

ସକାଳୁ ସକାଳୁ ସିଝିଲାଣି ଭୁବନେଶ୍ୱର: ସାଢେ ୮ଟା ସୁଦ୍ଧା ତାପମାତ୍ରା ୩୩ ଡିଗ୍ରୀ ପାର୍

ଭୁବନେଶ୍ୱର (ଆମ ଟିଭି): ସାରା ରାଜ୍ୟରେ ତାପମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି । ସକାଳୁ ସକାଳୁ ତତଲା ହୋଇଛି ରାଜଧାନୀ । ସକାଳ ସାଢେ ୮ଟା ବେଳକୁ ଭୁବନେଶ୍ୱରରେ ପ୍ରବଳ ଗରମ ସହିତ…