ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଜାରି ରହିବ କାଳବୈଶାଖୀର ପ୍ରଭାବ

ଭୁବନେଶ୍ୱର(ଆମ ଟିଭି): ସାରା ରାଜ୍ୟରେ ସାମନ୍ୟ ବର୍ଷା ଫଳରେ ଟିକେ ଅଶ୍ୱସ୍ତି ମିଳିଛି । ଏହାରି ଭିତରେ ଯାହା ଖବର ଆସୁଛି, ଆସନ୍ତା ୪ ଦିନ ପର୍ୟ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀର…

ଆଇପିଏଲ ଫାଇନାଲ୍ ଲଢେଇ: ଚେନ୍ନାଇକୁ ଭେଟିବ ଗୁଜୁରାଟ

ନୂଆଦିଲ୍ଲୀ(ଆମ ଟିଭି): ଆଜି ଆଇପିଏଲ ମହାସମରର ଶେଷ ଦିନ ଅର୍ଥାତ୍ ଫାଇନାଲ୍ ଲଷ÷ଇ । ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ଆଇପିଏଲ ଫାଇନାଲ ମ୍ୟାଚ । ୪ ଥର ଚାମ୍ପିୟନ ଚେନ୍ନାଇ…

ଆରମ୍ଭ ହେଲା 31ତମ ନୃତ୍ୟlଞ୍ଜଳି ଓଡିଶୀ ନୃତ୍ୟ ସଂଗୀତ ମହୋତ୍ସବ

ଭୁବନେଶ୍ୱର(ଆମ ଟିଭି): ଓଡିଶା ର ଅନନ୍ୟ ପରିଚୟ ତଥା ବିଶ୍ୱରେ ପ୍ରଶଂସିତ ଓଡିଶୀ ନୃତ୍ୟ ଓ ସଂଗୀତର ପ୍ରଚାର ଓ ପ୍ରସାର ପାଇଁ ଦୀର୍ଘ ୩୧ବର୍ଷ ଧରି ନିରବଛିନ୍ନ ଭାବେ କାର୍ଯ୍ୟ କରି ଆସୁଥିବା…

ଚଳଚ୍ଚିତ୍ର ‘ଟି’ ର – ପ୍ରିମିଅର ଶୋ

ଭୁବନେଶ୍ୱର (ଆମ ଟିଭି): ଚଳଚ୍ଚିତ୍ର "ଟି" ର ପ୍ରିମିଅର ଶୋ' ଭୁବନେଶ୍ୱର ସ୍ଥିତ ମହାରାଜା ପ୍ରେକ୍ଷାଳୟ ରେ ହୋଇଯାଇଛି । ଏହି ଅବସରରେ ଚଳଚ୍ଚିତ୍ର ର ପ୍ରଯୋଜକ ତଥା ନିର୍ଦ୍ଦେଶକ ଜିତେଶ କୁମାର…

ମୁକ୍ତିଲାଭ କଲା ‘ଶଳା ବୁଢାର ବଦଲା’

ଭୁବନେଶ୍ୱର (ଆମ ଟିଭି): ଓଡିଶାର ତିରିଶି ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ବରିଷ୍ଠ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର…

ଜୁନ୍ ୪ ସୁଦ୍ଧା କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ (ଆମ ଟିଭି): ମୌସୁମୀ କେରଳ ଛୁଇଁବା ନେଇ ଯେଉଁ କଳ୍ପନା ଜଳ୍ପନା ଲାଗି ରହିଥିଲା ିାର ଅନ୍ତ ଘଟିଛି । ଚଳିତ ବର୍ଷ ସ୍ବାଭାବିକ ହେବ ମୌସୁମୀ । ତେବେ ଆସନ୍ତା ୪ ଜୁନ ସୁଦ୍ଧା…

ଯିଏ ଦୋଷୀ ସିଏ ଦଣ୍ଡ ପାଇବ: ପ୍ରମିଳା ମଲ୍ଲିକ

ଭୁବନେଶ୍ୱର (ଆମ ଟିଭି): ପୁଣି ଚର୍ଚ୍ଚାରେ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣା । ଏହି ଘଟଣାରେ ଆଜି ଝାରସୁଗୁଡାର ଜେଏମଏଫସି କୋର୍ଟରେ ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ ।…

ଡବଲ ଇଞ୍ଜିନ ସରକାର ହେଲେ ଓଡ଼ିଶାର ପ୍ରଗତି ହେବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର (ଆମ ଟିଭି): ଓଡ଼ିଶାରେ ପୁଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେଲେ ହିଁ ଓଡ଼ିଶାର ପ୍ରଗତି ହେବ ।…

ଭିତରୁ ଏମିତି ଦିଶିବ ନୂଆ ସଂସଦ ଭବନ: ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ (ଆମ ଟିଭି): ନୂଆ ସଂସଦ ଭବନ ଉଦଘାଟନ ଉତ୍ସବକୁ ନେଇ ଏବେ ରାଜନୀତି ସରଗରମ ରହିଛି । ଏହାରି ଭିତରେ ସାମ୍ନାକୁ ଆସିଛି ନୂଆ ପାର୍ଲାମେଣ୍ଟ ଭବନର ପ୍ରଥମ ଚିତ୍ର । ଏହାର ଭିତରର ଦୃଶ୍ୟ…

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲା: ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର (ଆମ ଟିଭି): ବହୁ ଚର୍ଚ୍ଚିତ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ । ଝାରସୁଗୁଡା ଜେଏମଏଫସି କୋର୍ଟରେ ଚାର୍ଜସିଟ୍ ଦାଖଲ କଲା…