ସିବିଆଇ ନିର୍ଦ୍ଦେଶକ ହେଲେ କର୍ଣ୍ଣାଟକ ଡିଜିପି ପ୍ରବୀଣ ସୁଦ

ନୂଆଦିଲ୍ଲୀ (ଆମ ଟିଭି): କର୍ଣ୍ଣାଟକ ଡିଜିପିଙ୍କୁ ମିଳିଲା ବଡ଼ ଦାୟିତ୍ୱ । ସିବିଆଇ ନିର୍ଦ୍ଦେଶକ ହେଲେ କର୍ଣ୍ଣାଟକ ଡିଜିପି ପ୍ରବୀଣ ସୁଦ୍ । ଆସନ୍ତା ଦୁଇ ବର୍ଷ ପାଇଁ କାର୍ୟ୍ୟଭାର ସମ୍ଭାଳିବେ…

ମୂର୍ଚ୍ଛନା ର ଆଧୁନିକ ନୃତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ

ଭୁବନେଶ୍ୱର (ଆମ ଟିଭି): ୧୪ ମେ ୨୦୨୩ ରବିବାର ଦିନ ଭୁବନେଶ୍ଵର ଜୟଦେବ ଭବନ ଠାରେ ମୂର୍ଚ୍ଛନା ର ଆଧୁନିକ ନୃତ୍ୟ ପ୍ରତିଯୋଗୀତା ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ…

ଭୁବନେଶ୍ୱରରେ ପହଞ୍ଚିଲେ ଦୀପାଳି: ନବୀନଙ୍କୁ ଭେଟି ନେବେ ଆଶୀର୍ବାଦ

ଭୁବନେଶ୍ୱର (ଆମ ଟିଭି): ଝାରସୁଗୁଡ଼ାରେ ବିପୁଳ ବିଜୟ ପରେ ଭୁବନେଶ୍ୱରରେ ପହଞ୍ଚିଲେ ଦୀପାଳି ଦାସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କରିବେ ସାକ୍ଷାତ । ଝାରସୁଗୁଡାରେ ବିପୁଳ ସମର୍ଥନ…

ମାଲକାଗିରିରେ ଚାଲିଛି ପୁଷ୍ପା-୨ରୁ ସୁଟିଂ

ମାଲକାନଗିରି (ଆମ ଟିଭି): ସାଉଥ୍ ଇନଡସଟ୍ରି ରେ ପୁଷ୍ପା ଚଳଚ୍ଚିତ୍ର ସୁପର ଡୁପର ହିଟ୍ ହୋଇଥିଲା। ପୁନର୍ବାର ଏହି ଚଳଚ୍ଚିତ୍ରର ୨ୟ ଭାଗ ଗତ କିଛି ଦିନ ତଳେ ମୈତ୍ରୀ ମୁଭି ମେକର ଟିମ୍…

ମାଓବାଦୀଙ୍କ ଯୋଜନା ପଣ୍ଡ: ବୋମା ନିଷ୍କ୍ରିୟ କଲା ବିଏସଏଫ ଟିମ୍

ମାଲକାନଗିରି (ଆମ ଟିଭି): ମାଓବାଦୀଙ୍କ ଚାଲ୍ ଫେଲ । ଯବାନଙ୍କ ଉଦ୍ଦେଶ୍ୟରେ ଖଞ୍ଜା ଯାଇଥିବା ବୋମା ନିଷ୍କ୍ରିୟ କଲା ବିଏସଏଫ ଟିମ୍ । ମାଲକାନଗିରି କାଲିମେଳାର ସୁଧାକୋଣ୍ଟା- ଅମାପଦର…

ନବୀନ ଗଢିବେ ନୂଆ ଟିମ୍: ଜାଣନ୍ତୁ କାହାକୁ ମିଳିବ ମନ୍ତ୍ରୀପଦ?

ଭୁବନେଶ୍ୱର (ଆମ ଟିଭି): ୨୦୨୪ ନିର୍ବାଚନ ମୁଣ୍ଡ ଉପରେ । ଏହାକୁ ନେଇ ସବୁ ଦଳ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିଲେଣି । ଏହାରି ଭିତରେ ବିଜେଡି ସରକାର ତାର ମନ୍ତ୍ରୀମଣ୍ଡଳ ଅଦଳବଦଳ…

ଜୀ-ସାର୍ଥକରେ ସନ୍ଧ୍ୟା ୬:୩୦ ରେ ପ୍ରସାରିତ ‘ମୁଁ ବି ବିଜୟିନୀ’ରେ ଆସିଲା ନୂଆ ମୋଡ଼

ଭୁବନେଶ୍ୱର (ଆମ ଟିଭି): କାହାଣୀ ଆରମ୍ଭ ହୋଇଥିଲା ସ୍ତୁତି ମହାରଥୀଙ୍କ ପାଖରୁ, ଜଣେ ଏମ୍. ଏଲ.ଏ ଯିଏ ଇନ୍ଦ୍ରଜିତ ମହାରଥୀ ଠାରୁ ପ୍ରତିଶୋଧ ନେବାକୁ ସର୍ବଦା ପ୍ରୟାସରତ । ୨୦ ବର୍ଷ ଧରି…

ଫାଇଭ୍ ଷ୍ଟାର୍ ଫିଲ୍ମ ଆଣ୍ଡ୍ ଓଟିଟି ଆଓ୍ବାର୍ଡସ୍-୨୦୨୩: ତନ୍ଦ୍ରା ରାୟଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ

ଭୁବନେଶ୍ୱର (ଆମ ଟିଭି): ଆର୍‌ଆର୍‌ ଇଭେଣ୍ଟସ୍ ଆଣ୍ଡ୍ ସିନେପ୍ର ଡକ୍ସନ୍, ଇଭସ୍ ବିଲୁକନ୍ ଏବଂ ଶେରୋ ପ୍ରପର୍ଟିଜ୍ ରିଅଲି ଇଷ୍ଟେଟ୍ଏ ଲଏଲସି ଦୁବାଇ ସହଯୋଗରେ ଶୁକ୍ରବାର ସନ୍ଧ୍ୟାରେ ଉତ୍କଳ…

ମେ ୨୬ରେ ରିଲିଜ ହେବ ‘ଶଳା ବୁଢାର ବଦଲା’

ଭୁବନେଶ୍ୱର (ଆମ ଟିଭି): "ଶଳା ବୁଢାର ବଦଲା " ଚଳଚ୍ଚିତ୍ରର ପୋଷ୍ଟର ରିଲିଜ୍ ଓ ମୁକ୍ତିଲାଭ ତାରିଖ ଘୋଷଣା ଏକ ବର୍ଣାଢ୍ୟ ପରିବେଷ ରେ ଭୁବନେଶ୍ବର ପ୍ରେସ୍ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି।…

କର୍ଣ୍ଣାଟକରେ ଚାଲିଛି ଭୋଟ୍ ଗଣନା: ହନୁମାନ ମନ୍ଦିରରେ ପୂଜା କଲେ ପ୍ରିୟଙ୍କା

ନୂଆଦିଲ୍ଲୀ(ଆମ ଟିଭି): ଆସିବ କର୍ଣ୍ଣାଟକ ଜନାଦେଶ । କର୍ଣ୍ଣାଟକରେ ଭୋଟ୍ ଗଣନା ଚାଲିଥିବା ବେଳେ ଆଜି ସକାଳେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶିମ୍ଲାସ୍ଥିତ ଏକ ହନୁମାନ…