ଘାଟି ତଳକୁ ଖସିଲା ଯବାନଙ୍କ ବସ୍: ୬ ଯବାନ ଶହୀଦ୍

ନୂଆଦିଲ୍ଲୀ (ଆମ ଟିଭି): ଅକାଳରେ ଶହୀଦ୍ ହେଲେ ଆଇଟିବିପି ଯବାନ । ଘାଟି ତଳକୁ ଖସିଲା ଆଇଟିବିପି ଯବାନଙ୍କ ବସ । ଜମ୍ମୁ-କାଶ୍ମୀରର ଚନ୍ଦନବାଡିରେ ମଙ୍ଗଳବାର ଏକ ବଡ ଦୁର୍ଘଟଣା ଘଟିଛି ।…

ଆସୁଛି ଆଉ ଏକ ଲଘୁଚାପ: ଜାଣନ୍ତୁ କେବେ ?

ଭୁବନେଶ୍ୱର (ଆମ ଟିଭି): ଲଘୁଚାପ ଜନିତ ବର୍ଷା ସାରା ଓଡ଼ିଶାରେ ଜାରି ରହିଥିବା ବେଳେ ଏବେ ଆଉ ଏକ ଚିନ୍ତାଜନକ ଖବର ଆସିଛି। ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଆଜି…

ନୀତିଶଙ୍କ ବଡ଼ ଘୋଷଣା: ବିହାରରେ ମିଳିବ ୧୦ ଲକ୍ଷ ନିଯୁକ୍ତି

ପାଟଣା(ଆମ ଟିଭି): ସ୍ଵାଧୀନତା ଦିବସ ଅବସରରେ ବିହାର ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ବିହାରର ସରକାରୀ ଚାକିରି ଆଶାୟୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର…

ପୃଥିବୀ ଠାରୁ ୧ ଲକ୍ଷ ୬ ହଜାର ଫୁଟ୍ ଉଚ୍ଚରେ ଉଡ଼ିଲା ତ୍ରିରଙ୍ଗା

ନୂଆଦିଲ୍ଲୀ (ଆମ ଟିଭି): ଆଜି ସାରା ଦେଶ ପାଳନ କରୁଛି  ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବ। ଏହି ଉପଲକ୍ଷେ ସରକାର ‘ହର୍‌ ଘର୍‌ ତ୍ରିରଙ୍ଗା’ ଅଭିଯାନ ଚଲାଇଛନ୍ତି। ଆଜାଦୀର ଅମୃତ…

ସକାଳେ ମୁକେଶ ଅମ୍ବାନୀଙ୍କୁ ଧମକ ଦେଇଥିଲେ, ସଂଧ୍ୟାରେ ଗିରଫ ହେଲେ

ମୁମ୍ବାଇ (ଆମ ଟିଭି): ଭାରତର ଜଣେ ବିଶିଷ୍ଟ ଶିଳ୍ପପତି ମୁକେଶ ଆମ୍ବାନୀ ଓ ତାଙ୍କ ପରିବାରକୁ ଆଜି ସକାଳେ ମୃତ୍ୟୁ ଧମକ ଅସିଥିଲା। ଏହି ଅଭିଯୋଗ ହେବାପରେ ଆଜି ଜଣେ ବ୍ୟକ୍ତିଙ୍କୁ ମୁମ୍ବାଇ…

ଭାରତର ଓମିକ୍ରନ୍ ଭ୍ୟାକ୍ସିନକୁ ଅନୁମତି ଦେଲା ବ୍ରିଟେନ୍

ଲଣ୍ଡନ(ଆମ ଟିଭି): ବିଦେଶରେ ଚମକିଲା ଭାରତର ଭାକ୍ସିନ। କରୋନା ର ନୂଆ ଭ୍ୟାରିଏଣ୍ଟ ବିରୋଧରେ ପ୍ରଥମ ଟିକାକୁ ଅନୁମତି ଦେଲା ଗ୍ରେଟ ବ୍ରିଟେନ। ବିଶ୍ୱର ପ୍ରଥମ ଦେଶ ଭାବେ ବ୍ରିଟେନ୍ ଓମିକ୍ରନ…

ସ୍ବାଧୀନତା ଦିବସରେ OLA ଲଞ୍ଚ କଲା ତାର ପ୍ରଥମ ଇଲେକ୍ଟ୍ରିକ କାର୍

ନୂଆଦିଲ୍ଲୀ (ଆମ ଟିଭି): ସ୍ଵାଧୀନତା ଦିବସ ଅବସରରେ ଓଲା ଏକ ବଡ଼ ଘୋଷଣା କରିଛି।  ଓଲା ନିଜର ପ୍ରଥମ ଇଲେକ୍ଟ୍ରିକ୍ କାର୍ ର ଏକ ଝଲକ ଦୁନିଆକୁ ଦେଖାଇଛି । ଏହା ସହ କମ୍ପାନୀ ନୂଆ ସ୍କୁଟର ଓଲା…

ପ୍ରତିଟି ଭାରତୀୟଙ୍କର ଏହା ଗୌରବର ମୁହୂର୍ତ୍ତ: ନବୀନ ପଟ୍ଟନାୟକ

ଭୁବନେଶ୍ୱର (ଆମ ଟିଭି): ଆଜି ସାରା ଦେଶ ପାଳୁଛି ୭୬ତମ ସ୍ଵାଧୀନତା ଦିବସ। ଏହି ଅବସର ରେ ସବୁଠି ଉତ୍ସବ ମୁଖର।  ୭୬ତମ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ହାତ ତିଆରି ତ୍ରିରଙ୍ଗା ଦେଲେ ମିଶନ ଶକ୍ତି ମହିଳା

ଭୁବନେଶ୍ୱର (ଆମ ଟିଭି): ମୁଖ୍ୟମନ୍ତ୍ରୀଙ୍କୁ ଭେଟିଦେଲେ ହାତ ତିଆରି ଜାତୀୟ ପତାକା । ମୁଖ୍ୟମନ୍ତ୍ରୀଙ୍କୁ ହାତ ତିଆରି ଜାତୀୟ ପତାକା ପ୍ରଦାନ କଲେ ମିଶନ ଶକ୍ତିର ମହିଳା ମାନେ । ରାଜ୍ୟର…

ରାତି ପାହିଲେ ଦେଶ ପାଳିବ ୭୬ ତମ ସ୍ୱାଧୀନତା ଦିବସ: ସୁରକ୍ଷା କଡ଼ାକଡ଼ି

ନୂଆଦିଲ୍ଲୀ (ଆମ ଟିଭି): ରାତି ପାହିଲେ ଦେଶ ପାଳିବ ୭୬ ତମ ସ୍ୱାଧୀନତା ଦିବସ । ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।…