କ୍ଷମା ମାଗିଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋିଷି ସୁନକ: ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ (ଆମ ଟିଭି): କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ । ଆମେ କହୁଛୁ ବ୍ରିଟେନର ପ୍ରଧାନମନ୍ତ୍ରୀ ଋିଷି ସୁନକଙ୍କ କଥା । ଉତ୍ତର-ପଶ୍ଚିମ ଇଂଲଣ୍ଡର କୌଣସି ଏକ ସ୍ଥାନକୁ କାରରେ ବସି ଯିବା…

ଜାମ୍ମୁ-କାଶ୍ମୀରରେ ପ୍ରବେଶ କଲା ଭାରତ ଯୋଡ଼ୋ ଯାତ୍ରା

ନୂଆଦିଲ୍ଲୀ (ଆମ ଟିଭି): କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ୋ ଯାତ୍ରା ଧୀରେ ଧୀରେ ଆଗେଇ ଚାଲିଛି । କଡ଼ା ସୁରକ୍ଷା ମଧ୍ୟରେ ଆଜି ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରା ଜମ୍ମୁ…

ଏଥର ଦିଲ୍ଲୀ ପରେଡ୍ ରେ ସାରା ବିଶ୍ୱ ଦେଖିବ “ନୃତ୍ୟାୟନ” ର ନୃତ୍ୟ ନୈବେଦ୍ୟ

ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀ କର୍ତ୍ତ୍ୟବ୍ୟ ପଥରେ ପ୍ରଦର୍ଶିତ ହେବାକୁ ଥିବା *"ବନ୍ଦେ ଭାରତଂ ନୃତ୍ୟ ମହୋତ୍ସବ- 2023"* ସାଧାରଣତନ୍ତ୍ର ଦିବସ ଅବସରରେ ଏଥର ସାରା ବିଶ୍ୱ ଦେଖିବ…

କଂଗ୍ରେସରୁ ଇସ୍ତଫା ଦେଲେ ଜମ୍ମୁ କାଶ୍ମୀର କଂଗ୍ରେସ ମୁଖପାତ୍ର ଦୀପିକା ପୁଷ୍କର ନାଥ

ଜମ୍ମୁ (ଆମ ଟିଭି): କଂଗ୍ରେସ କୁ ଲାଗିଛି ଆଉ ଏକ ବଡ଼ ଝଟକା। ଜମ୍ମୁ କାଶ୍ମୀର କଂଗ୍ରେସ ମୁଖପାତ୍ର ଦୀପିକା ପୁଷ୍କର ନାଥ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ଚଳିତ ସପ୍ତାହରେ ଭାରତ ଯୋଡ଼ୋ…

୩୨୦ କୋଟି ଆୟ କରି ରେକର୍ଡ କଲା ସାବରିମାଲା ମନ୍ଦିର

ତିରୁବନନ୍ତପୁରମ୍‌(ଆମ ଟିଭି): ପୁଣି ରେକର୍ଡ ସୃଷ୍ଟି କଲା ସାବରିମାଲା ମନ୍ଦିର। ଆଜି କେରଳସ୍ଥିତ ସାବରିମାଲା ମନ୍ଦିରର ବାର୍ଷିକ ତୀର୍ଥଯାତ୍ରା ସମୟ ଶେଷ ହେଉଥିବା ବେଳେ ଚଳିତ ବର୍ଷ ମନ୍ଦିର…

ଆଜିଠୁ ପୁଣି ରାଜ୍ୟବ୍ୟାପୀ ଆରମ୍ଭ ହେବ ଟୀକାକରଣ ଅଭିଯାନ

ଭୁବନେଶ୍ୱର (ଆମ ଟିଭି): ସରିନି କରୋନା ମହାମାରୀ। ତେଣୁ ଏହାକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ଆଜିଠୁ ପୁଣି କୋଭିଡ ଟିକାକରଣ ଅଭିଯାନ ଆରମ୍ଭ ହେବ । ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ…

ହକି ବିଶ୍ଵକପ: ଆଜି ଭାରତ-ୱେଲ୍ସ ମୁକାବିଲା

 ଭୁବନେଶ୍ୱର(ଆମ ଟିଭି):  ଓଡିଶାରେ ଏବେ ହକି କ୍ରେଜ ଚାଲିଛି। ହକି ବିଶ୍ୱକପ ମହାସମରରେ ଆଜି ଭାରତକୁ ଭେଟିବ ୱେଲ୍ସ। କଳିଙ୍ଗ ଷ୍ଟାଡିୟମରେ ହାଇଭୋଲଟେଜ ଟକ୍କର ଦେଖିବେ ଦର୍ଶକ । ସିଧାସଳଖ…

ସ୍ବପ୍ନର ସୌଦାଗର ବସନ୍ତ ନାୟକ ଙ୍କ ୮୬ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ

ଭୁବନେଶ୍ୱର(ଆମ ଟିଭି): ଗତ ୧୬ ଜାନୁଆରୀ ରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନ ଠାରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରବାଦ ପୁରୁଷ ବିଶିଷ୍ଟ ପ୍ରଯୋଜକ, ସ୍ୱପ୍ନର ସୌଦାଗର ବସନ୍ତ ନାୟକ ଙ୍କ ୮୬ତମ ଜନ୍ମ…

ଆଜି କିଛି ଜିଲ୍ଲାରେ ହୋଇପାରେ ବର୍ଷା

ଭୁବନେଶ୍ବର (ଆମ ଟିଭି): ଶୀତ ପରେ ଏବେ ଆସୁଛି ବର୍ଷା । ପଶ୍ଚିମାଝଡ଼ ପ୍ରଭାବରେ ଆଜି ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଆଜି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ,…

ଚୀନରେ ପ୍ରଥମ ଥର ପାଇଁ ଜନସଂଖ୍ୟାକୁ ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ (ଆମ ଟିଭି): ଚୀପରେ ଏବେ କରୋନା ସ୍ଥିତି ସାଙ୍ଘାତିକ । ଏହାରି ଭିତରେ ଏକ ବଡ଼ ଖବର ଆସିଛି । ଚୀନ ଜନସଂଖ୍ୟାରେ ଐତିହାସିକ ହ୍ରାସ ହୋଇଛି। ୬୦ ବର୍ଷରେ ପ୍ରଥମ ଥର ଜନସଂଖ୍ୟାକୁ…