ଉପରାଜ୍ୟପାଳ କିଏ: ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀରେ ଉପରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବିବାଦ ଥମିବାର ନାଁ ନେଉନାହିଁ । ଉଭୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା କ୍ଷମତା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ…

ପାକିସ୍ତାନର ସଙ୍କଟ ସମୟରେ ମନେ ପଡ଼ିଲା ଭାରତ କଥା: ଏମିତି କହିଲେ ଶାହାବାଜ୍ ସରିଫ୍?

ଇସଲାମାବାଦ (ଆମ ଟିଭି): ପାକିସ୍ତାନରେ ଏବେ ସ୍ଥିତି ସଙ୍ଗୀନ । ଖାଇବାକୁ ଲୋକେ ପାଉନାହାନ୍ତି । ଡହଳବିକଳ ହେଉଛନ୍ତି । ଏହାରି ଭିତରେ ମନେ ପଡିଲା ଭାରତ । ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି…

ମଧ୍ୟବିତ୍ତ ଶ୍ରେଣୀର ସମସ୍ୟା ଉପରେ ନଜର ଅଛି: ନିର୍ମଳା ସୀତାରମଣ

ନୂଆଦିଲ୍ଲୀ (ଆମ ଟିଭି): ଆରମ୍ଭ ହେବାକୁ ଯାଉଛି ବଜେଟ୍ ଅଧିବେଶନ । ଏଥିପାଇଁ ଆର୍ଥିକ ବଜେଟ୍ ପ୍ରସ୍ତୁତି ଚାଲିଛି । ଏହାକୁ ନେଇ ଏବେ ଆସି ଆସିଛି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଙ୍କ…

ଜାନୁଆରୀ ୨୪ରେ ହେବ ଦିଲ୍ଲୀ ମେୟର ନିର୍ବାଚନ

ନୂଆଦିଲ୍ଲୀ (ଆମ ଟିଭି): ବହୁ ହୋହାଲ୍ଲା ଭିତରେ ସ୍ଥଗିତ ରହିଥିବା ଦିଲ୍ଲୀ ମେୟର ନିର୍ବାଚନ ଆସନ୍ତା ଜାନୁଆରୀ ୨୪ରେ ଅନୁଷ୍ଠିତ ହେବ । ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କ ଅନୁମତିକ୍ରମେ ନବ…

ନେପାଳରେ ବିମାନ ଦୁର୍ଘଟଣା: ନେପାଳରେ ପାଳନ ହେଉଛି ରାଷ୍ଟ୍ରୀୟ ଶୋକ

ନେପାଳ (ଆମ ଟିଭି): ନେପାଳରେ ଗତକାଲି ଘଟିଯାଇଛି ଏକ ଭୟଙ୍କର ବିମାନ ଦୁର୍ଘଟଣା । ଯେଉଁଥିରେ ୭୨ ଜଣଙ୍କ ମଧ୍ୟରୁ ଉଦ୍ଧାର ହୋଇଛି ୬୮ଜଣଙ୍କର ମୃତଦେହ । ଏବେ ବି ରେସ୍କ୍ୟୁ ଅପରେସନ୍ ଜାରି…

ଏଣିକି ମାଗଣରେ ଦେଖିପାରିବେ ଆଇପିଏଲ: ଜାଣନ୍ତୁ କେମିତି?

ନୂଆଦିଲ୍ଲୀ (ଆମ ଟିଭି): ପାଖେଇ ଆସିଲାଣି ଆଇପିଏଲ ସିଜିନ୍ । ଯାହାକୁ ନେଇ ଏବେଠୁ ଉତ୍ସାହିତ ହେଲେଣି ଦର୍ଶକ । ଖେଳାଳିମାନଙ୍କର ମିନି ନିଲାମ ସରିବା ପରେ, ମ୍ୟାଚ୍ ଦେଖିବାକୁ ଅନେଇ ବସିଛନ୍ତି…

ନେପାଳ ବିମାନ ଦୁର୍ଘଟଣା ହୋଇଥିବା ବିମାନଟି ୧୫ ବର୍ଷ ପୁରୁଣା

ନୂଆଦିଲ୍ଲୀ (ଆମ ଟିଭି): ନେପାଳରେ ଭୟଂକର ବିମାନ ଦୁର୍ଘଟଣା ପରେ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାରି ଭିତର ଏକ ବଡ଼ ଖବର ଆସିଛି। ନେପାଳ ପୋଖରା ବିମାନ ବନ୍ଦର ଦୁର୍ଘଟଣାର ଶିକାର…

ଅର୍ଚ୍ଚନା ନାଗ କେଳେଙ୍କାରି ମାମଲାରେ ଇଡିର ବଡ଼ ଖୁଲାସା

ଭୁବନେଶ୍ୱର (ଆମ ଟିଭି): ଲେଡୀ ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ବଡ଼ ଖୁଲାସା। ହନିଟ୍ରାପ କରି ନେତା ଓ ବଡବଡିଆଙ୍କଠୁ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲେ । ଅର୍ଚ୍ଚନା ନାଗଙ୍କ ନାଁରେ…

ଅନ୍ତଧର୍ମୀୟ ବିବାହ ଅବୈଧ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ (ଆମ ଟିଭି): ବିବାହକୁ ନେଇ ପୁଣି ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମ କୋର୍ଟ।  ହିନ୍ଦୁ ବିବାହ ଆଇନ ଅନୁଯାୟୀ ଧର୍ମ-ଧର୍ମ ଭିତରେ ବିବାହ ଅବୈଧ ବୋଲି କହିଛନ୍ତିି…

ଆଜିଠୁ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ

ନୂଆଦିଲ୍ଲୀ(ଆମ ଟିଭି): ମୁଣ୍ଡ ଉପରେ ୨୦୨୪ ନିର୍ବାଚନ। ସେଥିପାଇଁ ସବୁ ରାଜନୈତିକ ଦଳ ସେମାନଙ୍କ ପ୍ରସ୍ତୁତିରେ ଲାଗିଛନ୍ତି। ଏହାରି ଭିତରେ ଆଜିଠୁ ଆରମ୍ଭ ହେଉଛି ଭାରତୀୟ ଜନତା ପାର୍ଟିର…