ଆଜି ଗଞ୍ଜାମରେ ମାରାଥନ୍ ପ୍ରଚାର କରିବେ ବିଜେଡି ନେତା ଭିକେ ପାଣ୍ଡିଆନ୍

0

ଭୁବନେଶ୍ଵର (ଆମ ଟିଭି): ଆଜି ଗଞ୍ଜାମରେ ମାରାଥନ୍ ପ୍ରଚାର କରିବେ ବିଜେଡି ନେତା ଭିକେ ପାଣ୍ଡିଆନ୍ । ସେରଗଡରୁ ଆରମ୍ଭ କରିଛନ୍ତି ପ୍ରଚାର । ଏଠାରେ ଏକ ବଡ ରୋଡ ସୋ କରିଛନ୍ତି ପାଣ୍ଡିଆନ୍ । ସେରଗଡ ଜନତା ପାଣ୍ଡିଆନଙ୍କୁ ସ୍ୱାଗତ କରିଛନ୍ତି ।

ସମର୍ଥକଙ୍କ ସହ କିଛି ବାଟ ଚାଲି ଚାଲି ଯିବା ପରେ କାରରେ ରୋଡ ସୋ କରିଥିଲେ । ପାଣ୍ଡିଆନଙ୍କ ଉପସ୍ଥିତିକୁ ନେଇ ପ୍ରାର୍ଥୀ, ଭୋଟରଙ୍କ ଠାରୁ ଆରମ୍ଭ କରି ମହିଳା ବୟସ୍କ ସମସ୍ତଙ୍କ ପାଖରେ ଉତ୍ସାହ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.