ପ୍ରକାଶ ପାଇଲା ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା

0

ଭୁବନେଶ୍ୱର (ଆମ ଟିଭି): ପ୍ରକାଶ ପାଇଛି ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା। ଚାନ୍ଦବାଲିରୁ ଲଢ଼ିବେ ରାଜ୍ୟ ସଭାପତି ମନମୋହନ ସାମଲ। ସମ୍ବଲପୁରରୁ ପୁଣି ଲଢ଼ିବେ ଜୟନାରାୟଣ ମିଶ୍ର।

ତଳସରା- ଭବାନୀଶଙ୍କର ଭୋଇ

ସୁନ୍ଦରଗଡ଼- କୁସୁମ ଟେଟେ

ବୀରମିତ୍ରପୁର- ଶଙ୍କର ଓରାମ

ରଘୁନାଥପାଲୀ- ଦୁର୍ଗା ଚରଣ ତନ୍ତୀ

ରାଜଗାଙ୍ଗପୁର- ନରସିଂହ ମିଞ୍ଜ

ବଣାଇ- ସେବତୀ ନାଏକ

କୁଚିଣ୍ଡା- ରବି ନାରାୟଣ ନାଏକ

ରେଙ୍ଗାଲି- ନାଉରୀ ନାଏକ

ରେଢ଼ାଖୋଲ- ଦେବେନ୍ଦ୍ର ମହାପାତ୍ର

ଦେବଗଡ଼- ସୁବାସ ପାଣିଗ୍ରାହୀ

ଆନନ୍ଦପୁର- ଆଲୋକ ସେଠୀ

କେନ୍ଦୁଝର- ମୋହନ ମାଝୀ

ଯଶୀପୁର- ଗଣେଶରାମ ସିଂ ଖୁଣ୍ଟିଆ

ଉଦଳା- ଭାସ୍କର ମଢ଼େଇ

ବଡ଼ସାହି- ସନାତନ ବିଜୁଳି

ବାରିପଦା- ପ୍ରକାଶ ସୋରେନ

ମୋରଡ଼ା- କୃଷ୍ଣଚନ୍ଦ୍ର ମହାପାତ୍ର

ଜଳେଶ୍ବର- ବ୍ରଜ ପ୍ରଧାନ

ବାଲେଶ୍ବର- ମାନସ ଦତ୍ତ

ରେମୁଣା- ଗୋବିନ୍ଦ ଦାସ

ସୋର- ରାଜେନ୍ଦ୍ର ଦାସ

ସିମୁଳିଆ- ପଦ୍ମଲୋଚନ ପଣ୍ଡା

ଭଦ୍ରକ- ସୀତାଂଶୁ ଶେଖର ମହାପାତ୍ର

ଧାମନଗର- ସୂର୍ଯ୍ୟବଂଶୀ ସୂରଜ

ବିଂଝାରପୁର- ବବିତା ମଲ୍ଲିକ

ବଡ଼ଚଣା- ଅମର ନାୟକ

ଧର୍ମଶାଳା- ସ୍ମୃତିରେଖା ପହି

ଯାଜପୁର- ଗୌତମ ରାୟ

କୋରେଇ- ଆକାଶ ଦାସ ନାୟକ

ସୁକିନ୍ଦା- ପ୍ରଦୀପ ବଳସାମନ୍ତ

ଢେଙ୍କାନାଳ- କୃଷ୍ଣଚନ୍ଦ୍ର ପାତ୍ର

କାମାକ୍ଷାନଗର- ଶତୃଘ୍ନ ଜେନା

ପରଜଙ୍ଗ- ବିଭୁତି ଭୂଷଣ ପ୍ରଧାନ

ପାଲଲହଡ଼ା- ଅଶୋକ ମହାନ୍ତି

ତାଳଚେର- କାଳିନ୍ଦୀ ସାମଲ

ଛେଣ୍ଡିପଦା- ଅଗସ୍ତୀ ବେହେରା

ଆଠମଲ୍ଲିକ- ସଂଜୀବ ସାହୁ

ବୀରମହାରାଜପୁର- ରଘୁନାଥ ଜଗଦଳା

ସୋନପୁର- ପ୍ରମୋଦ ମହାପାତ୍ର

ଲୋଇସିଂହା- ମୁକେଶ ମହାଲିଙ୍ଗ

ବଲାଙ୍ଗିର- ଗୋପାଳଜୀ ପାଣିଗ୍ରାହୀ

ଟିଟିଲାଗଡ଼- ନବୀନ ଜୈନ

କଣ୍ଟାବାଂଜି- ଲକ୍ଷ୍ମଣ ବାଗ

ନୂଆପଡ଼ା- ଅଭିନନ୍ଦନ ପଣ୍ଡା

ଖଡ଼ିଆଳ- ହିତେଶ ବଗର୍ତ୍ତୀ

ଉମରକୋଟ- ନିତ୍ୟାନନ୍ଦ ଗଣ୍ଡ

ନବରଙ୍ଗପୁର- ଗୌରୀଶଙ୍କର ମାଝୀ

ଲାଞ୍ଜିଗଡ଼- ରମେଶ ମାଝୀ

ଜୁନାଗଡ଼- ମନୋଜ ମେହେର

ଧର୍ମଗଡ଼- ସୁଧୀର ପାଟ୍ଟଯୋଶୀ

Leave A Reply

Your email address will not be published.