ବିଜେପି ଦେଲା ବଡ଼ ସଙ୍କେତ! : ୟୁପି, ଉତ୍ତରାଖଣ୍ଡ, ପଞ୍ଜାବ ଏବଂ ଗୋଆରେ ଆଗୁଆ ବିଧାନସଭା ନିର୍ବାଚନ ନେଇ କଳ୍ପନାଜଳ୍ପନା

0

ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁର ଆଦି ପାଞ୍ଚଟି ରାଜ୍ୟରେ ୨୦୨୭ ପ୍ରାରମ୍ଭରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେବେ ମଣିପୁର ବ୍ୟତୀତ ଅନ୍ୟ ସମସ୍ତ ୪ ରାଜ୍ୟରେ ନିର୍ବାଚନ ନିର୍ଦ୍ଧାରିତ ସମୟର ଅତି କମରେ ଗୋଟିଏ ମାସ କିମ୍ବା କିଛି ସପ୍ତାହ ପୂର୍ବରୁ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ଏହି ସମ୍ଭାବନାକୁ ଦୃଷ୍ଟିରେ ରଖି ବିଜେପି ଏହି ରାଜ୍ୟଗୁଡ଼ିକରେ ନିଜର ପ୍ରସ୍ତୁତି ଜୋରଦାର କରିସାରିଛି। ଏହାକୁ ବିଜେପିର ଏକ ବଡ଼ ସଙ୍କେତ ଭାବରେ ଦେଖାଯାଉଛି। ପ୍ରକୃତରେ ସମସ୍ତ ପାଞ୍ଚଟି ରାଜ୍ୟରେ ୨୦୨୭ ବିଧାନସଭା ନିର୍ବାଚନ ଫେବ୍ରୁଆରି-ମାର୍ଚ୍ଚ ମାସରେ ହେବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.