Browsing Category

International

ନେପାଳ ପୂର୍ବ ପ୍ରଧାନମନ୍ତ୍ରୀ ଭାରତକୁ ଦେଖାଇଲେ ନାଲିଆଖି

କାଠମୁଣ୍ଡୁ: ପୁଣି ଥରେ ଭାରତକୁ ଟାର୍ଗେଟ କଲେ ନେପାଳର ପୂର୍ବ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି। ଦେଖାଇଲେ ନାଲି ଆଖି । ନିର୍ବାଚନୀ ପ୍ରଚାର ବେଳେ କହିଲେ ଗାଦିକୁ ଫେରିଲେ ଭାରତ ଅଧିଗ୍ରହଣ…

ଭାରତକୁ ପୁଣି ଥରେ ପ୍ରଶଂସା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ଦିନ ଭାରତୀୟ ମାନଙ୍କୁ ପ୍ରଶଂସା କରିଛନ୍ତି । ସେ ଭାରତୀୟଙ୍କୁ “ଦକ୍ଷ” ଏବଂ “ପ୍ରେରଣାଦାୟକ” ବୋଲି ବର୍ଣ୍ଣନା କରିଛନ୍ତି । ଏହି…

ଯୁକ୍ରେନକୁ ସହାୟତାର ହାତ ବଡ଼ାଇଲା ଆମେରିକା

ୱାସିଂଟନ୍: ୟୁକ୍ରେନ୍‌ ପାଇଁ ଯୁଦ୍ଧ ସହାୟତା ଭାବେ ହାରାହାରି ୪୦୦ ନିୟୁତ ଡଲାର୍‌ ପ୍ୟାକେଜ୍‌ରେ ଆମେରିକା ପୁନଃବିକଶିତ ‘ଟି-୭୨’ କମାଣ, ଭୂପୃଷ୍ଟରୁ ଆକଶକୁ ନିକ୍ଷେପ କରାଯାଉଥିବା ‘ହକ୍‌’…

ଆୟର୍ଲାଣ୍ଡର ମହିଳା କ୍ରିକେଟ୍ ଟିମ୍ ଆସିବେ ପାକିସ୍ତାନ, ଇମ୍ରାନଙ୍କୁ ଗୁଳି ପରେ ବି ରଦ୍ଦ ହେଲାନି ଖେଳ

ଲାହୋର : ନିକଟରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହା ସତ୍ତ୍ୱେ ଆୟର୍ଲାଣ୍ଡର ମହିଳା କ୍ରିକେଟ୍ ଟିମ୍ ତିନି ୱାନ୍‌ଡେ ଅନ୍ତର୍ଜାତୀୟ ତଥା ଟି…

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ନିଆରା ରୂପରେ ଦେଖିବାକୁ ମିଳିଛି

ଲଣ୍ଡନ: ନୂଆ ରୂପରେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ। ଆର୍ଥିକ ମାନ୍ଦାବସ୍ଥା ଓ ଉଚ୍ଚ ମୁଦ୍ରାସ୍ଫୀତି ଭିତରେ ପ୍ରଧାନମନ୍ତ୍ରୀ ବିକିଛନ୍ତି କାଗଜ ତିଆରି ଅଫିମ ଫୁଲ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି…

ଅଫିସରେ ତାଲା ପକାଇଲେ ଏଲନ୍ ମସ୍କ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ସୋଶାଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର୍‌କୁ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ୍ ମସ୍କ କିଣି ସାରିଛନ୍ତି। ଟ୍ୱିଟର୍ କିଣିବା ପରେ ଏବେ ଏହାର କର୍ମଚାରୀଙ୍କୁ କମ୍ କରିବା ପାଇଁ ପ୍ରୟାସ…

ଇସଲାମାବାଦରେ ଲାକଡାଉନ୍

ଇସଲାମାବାଦ(ଆମ ଟିଭି): ଇମ୍ରାନ୍ ଖାନଙ୍କୁ ଗୁଳି ପରେ ଏବେ ଇସଲାମାବାଦରେ ଲାକଡାଉନ୍ । ତେହରିକ-ଏ-ଇନସାଫର ମୁଖ୍ୟ ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆତ୍ମଘାତୀ…

ମେଟାର ଇଣ୍ଡିଆ ହେଡ ପଦରୁ ଇସ୍ତଫା ଦେଲେ ଆଜିତ୍ ମୋହନ

ନୂଆଦିଲ୍ଲୀ: (ଆମ ଟିଭି): ଚାଲିଛି ଫେସବୁକର ଖରାପ ଯୁଗ । କମ୍ପାନୀର ଆୟ ଦ୍ରୁତଭାବେ ହ୍ରାସ ପାଇବାରେ ଲାଗିଥିବା ବେଳେ ଏହାର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ବିଶ୍ୱର ଧନୀ ତାଲିକାର ବହୁ ତଳକୁ…

ଇସ୍ରାଇଲରେ ଆଜିଠୁ ଆରମ୍ଭ ହେଲା ବେଞ୍ଜାମିନ୍ ନେତାନ୍ୟାହୁ ଯୁଗ

ପୁରୀ (ଆମ ଟିଭି): ସବୁଠାରୁ ବଡ ଖବର ଇସ୍ରାଏଲରୁ ଆସିଛି । ଇସ୍ରାଏଲର ପ୍ରଧାନମନ୍ତ୍ରୀ ଜାୟର ଲାପିଡ ଗୁରୁବାର ନିର୍ବାଚନରେ ପରାଜୟ ସ୍ୱୀକାର କରିଛନ୍ତି ଏବଂ ବିରୋଧୀଦଳ ନେତା ବେଞ୍ଜାମିନ୍…

ଇମ୍ରାନ୍ ଖାନଙ୍କ ରାଲିରେ ଗୁଳିକାଣ୍ଡ: ୪ ଆହତ

ୱଜିରାବାଦ (ଆମ ଟିଭି): ପୁଣି ଇମ୍ରାନ ଖାନଙ୍କ ବଢିଲା ଅଡ଼ୁଆ । ପାକିସ୍ତାନରୁ ବର୍ତ୍ତମାନ ସମୟରେ ଏକ ବଡ଼ ଖବର ଆସି ପହଞ୍ଚୁଛି ଯେ, ପାକିସ୍ତାନ ତେହରିକ-ଏ-ଇସ୍ଲାମ (ପିଟିଆଇ) ନେତା ତଥା…